www.samajalive.in
Friday, December 12, 2025
14.1 C
Bhubaneswar

ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ପୋଡାଯିବାକୁ ନେଇ ଭାରତର ପ୍ରତିବାଦ

ଲଣ୍ଡନ : ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ବାହାରେ ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ପତାକା ପୋଡାଯାଇଛି। ଏହାକୁ ନେଇ ଭାରତ ସରକାର ବ୍ରିଟିଶ ସରକାରଙ୍କ ନିକଟରେ ଦୃଢ ପ୍ରତିବାଦ ଜଣାଇଛନ୍ତି। ଖଲସ୍ତାନ ସପକ୍ଷବାଦୀମାନେ ତ୍ରିରଙ୍ଗା ପତାକା ପୋଡିଥିବାବେଳେ ବ୍ରିଟିଶ ସରକାର ଏହାକୁ ଦୁଃଖଦାୟକ ବୋଲି କହିଛନ୍ତି। ସାମ୍ଭାବ୍ୟ ଘଟଣା ସମ୍ପର୍କରେ ଭାରତ ସରକାର ବ୍ରିଟିଶ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହା ଘଟିଛି। ବର୍ଷକ ମଧ୍ୟରେ ଏହା ଦ୍ବିତୀୟ ଘଟଣା। ଭାରତ ସରକାର ଏହି ପ୍ରସଙ୍ଗକୁ ବିଭିନ୍ନ ସ୍ତରରେ ଉଠାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories