www.samajalive.in
Saturday, December 6, 2025
15.1 C
Bhubaneswar

ଗାଈ ଚୋର ସନ୍ଦେହରେ ୪ଜଣଙ୍କୁ ନିସ୍ତୁକ ମାଡ

କଟକ : ଗାଈ ଚୋର ସନ୍ଦେହରେ ଲୋକମାନେ ୪ଜଣଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ଦୁର୍ବୃତ୍ତମାନେ ଗାଡି ଛାଡି ପଳାଇ ଯାଉଥିବା ବେଳେ ଲୋକମାନେ କାବୁ କରି ନେଇ ମାଡ ମାରିଥିଲେ। କଟକର ବିଡାନାସୀ ବଉଳ ଛକ ନିକଟରେ ଉତ୍ତ୍ୟକ୍ତ ଲୋକମାନେ ତାଙ୍କ ଗାଡିଟିକୁ ମଧ୍ୟ ପୋଡି ଦେଇଥିବା ସୂଚନା ମିଳିଛି। ଗୁରୁତର ୪ଜଣଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories