www.samajalive.in
Tuesday, December 9, 2025
23.1 C
Bhubaneswar

ଘର ସଜାଇବା ବେଳେ କରନ୍ତୁ ନାହିଁ ଏସବୁ ଭୁଲ୍‍

ଘରକୁ ସଜାଇବା ପାଇଁ ତ ସମସ୍ତେ ଚାହାନ୍ତି। ହେଲେ ଧ୍ୟାନ ଦିଅନ୍ତୁ ଯେ, ଘର ସଜାଇବାରେ ଆପଣ ବ୍ୟବହାର କରୁଥିବା ଜିନିଷି ନିଜ ସାଥେ ନକରାତ୍ମକ ଶକ୍ତି ଆଣୁ ନାହିଁ ତ? ତେବେ ଚାଲନ୍ତୁ ଜାଣିବା ଘର ସଜାଇବାରେ ବ୍ୟବହାର କରୁଥିବା କେଉଁ ସବୁ ଜିନିଷ ଘରକୁ ସକରାତ୍ମକ ଶକ୍ତି ଆଣିଥାଏ ଓ କେଉଁ ଜିନିଷ ନକରାତ୍ମକ ଶକ୍ତି ଆଣିଥାଏ –

– ଜଙ୍ଗଲୀ ପଶୁଙ୍କ ଫଟୋ ବା ଚିତ୍ର ଘରେ ଟାଙ୍ଗିବା ଦ୍ୱାରା ଘରର ଲୋକମାନଙ୍କ ସ୍ୱଭାବ ଉଗ୍ର ହୋଇଯାଏ। ଏହାଦ୍ୱାରା ଘରେ ଝଗଡ଼ା ଓ ଅଶାନ୍ତି ଲାଗି ରହେ।
– ଦୌଡ଼ୁଥିବା ଘୋଡ଼ାର ପ୍ରତିମା ବା ଫଟୋ ଘରେ ନଲଗାଇ କାର୍ଯ୍ୟାଳୟରେ ଲଗାଇବା ଉଚିତ।
– କୃତ୍ରିମ ଝରଣା କିମ୍ବା ଝରଣା ତଥା ପାଣିର ଚିତ୍ର ଘରେ ସଠିକ୍‍ ଦିଗରେ ନ ରହିଲେ ପାଣି ସହ ସୁଖ ଓ ସମୃଦ୍ଧି ମଧ୍ୟ ବହି ଯାଇଥାଏ। ତେଣୁ ଝରଣାର ଚିତ୍ର ସର୍ବଦା ଘରେ ଉତ୍ତର ଦିଗରେ ରଖିବା ଉଚିତ।
– ବୁଡ଼ୁଥିବା ଡଙ୍ଗାର ଫଟୋ ଘରେ ଲଗାଇବା ଦ୍ୱାରା ଘର ଲୋକଙ୍କ ସମ୍ପର୍କରେ ଆଘାତ ହୋଇଥାଏ।
– ଭଗବାନ ଶିବଙ୍କ ନଟରାଜ ରୂପର ପ୍ରତିମା ଘରେ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ଏହା ଆପଣଙ୍କୁ ସମସ୍ତ ଖରାପ ଦୃଷ୍ଟିରୁ ରକ୍ଷା କରିବ।
– ସର୍ବଦା ଦେବୀ ଦେବତାଙ୍କ ହସ ହସ ମୁହଁର ଫଟୋ ହିଁ ଆଣନ୍ତୁ ଓ ଘରେ ଲଗାନ୍ତୁ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories