www.samajalive.in
Saturday, December 6, 2025
23.1 C
Bhubaneswar

ବିଶାଳ ସାପ ସହ ଖେଳିଲେ ଯୁବକ, ଭିଡିଓ ଦେଖି ଲୋକେ କହିଲେ ଏମିତି…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ସାପ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଏମିତି ଥାଏ ଯାହା ସମସ୍ତଙ୍କୁ ଚକିତ କରେ । ଏବେ ଏମିତି ଏକ ସାପ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ନିଜ ଆଖିକୁ ମଧ୍ୟ ବିଶ୍ବାସ କରିପାରୁନାହାଁନ୍ତି । ଭିଡିଓରେ ଜଣେ ବ୍ୟକ୍ତି ଏକ ବିଶାଳ ସାପ ସହ ଖେଳୁଛନ୍ତି । ସାପାର ଆକାର ଦେଖି ଲୋକେ ନିଜ ଆଖିକୁ ବିଶ୍ବାସ କରିପାରୁନାହାଁନ୍ତି ।

- Advertisement -

ଭିଡିଓ ସାମାଜିକ ଗଣମାଧ୍ୟମର ସବୁ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଏଥିରେ କ୍ୟାପ୍ସନ ରହିଛି କି ସତରେ କ’ଣ ଏହି ସାପ କୃତ୍ରିମ ବୁଦ୍ଧିମତାରେ ପ୍ରସ୍ତୁତ ହୋଇଛି ? ତେବେ କିଛି ୟୁଜର ଏହା ପ୍ରକୃତ ସାପ ବୋଲି ଜଣାଇବା ସହ ଅନ୍ୟ କିଛି ୟୁଜର ଏହାକୁ କୃତ୍ରିମ ବୁଦ୍ଧିମତାରେ ପ୍ରସ୍ତୁତ ସାପ ବୋଲି କହିଛନ୍ତି । ଅନ୍ୟ କିଛି ଲୋକେ ସେହି ଯୁବକଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories