www.samajalive.in
Sunday, December 14, 2025
14.1 C
Bhubaneswar

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଛାନିଆ, ଏକାଧିକ ସ୍ଥାନରେ ଏନଆଇଏର ଚଢାଉ

ଜମ୍ମୁ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀ ଅନୁପ୍ରବେଶ ମାମଲାରେ ରିଆସି, ଡୋଡା, ଉଧମପୁର, ରାମବନ ଏବଂ କିସ୍ତଓ୍ବାଡ଼ର ଅନେକ ସ୍ଥାନରେ ଚଢାଉ କରୁଛି। ୮ଟି ସ୍ଥାନରେ ଚଢାଉ ଜାରି ରଖିଛି ଏନଆଇଏ।

ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଭାରତରେ ଅନୁପ୍ରବେଶ ସମ୍ବନ୍ଧରେ ନିକଟରେ ରୁଜୁ ହୋଇଥିବା ଏକ ମାମଲାରେ ଏନଆଇଏ ଜମ୍ମୁ ଡିଭିଜନର ଆଠଟି ସ୍ଥାନରେ ଚଢାଉ କରିଛି। ପୁଲିସ ଏବଂ ଅର୍ଦ୍ଧ ସାମରିକ ବଳ ସହାୟତାରେ ଏନଆଇଏ ଅଧିକାରୀମାନେ ରିଆସି, ଡୋଡା, ଉଧମପୁର, ରାମବନ ଓ କିସ୍ତଓ୍ବାଡ଼ର ଜିଲାରେ ବିଭିନ୍ନ ସ୍ଥାନରେ ତଲାସୀ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀଙ୍କ ଓଭର ଗ୍ରାଉଣ୍ଡ ୱାର୍କର୍ସ(ଓଜିଡବ୍ଲ୍ୟୁ) ପରିସରରେ ଚଢାଉ କରାଯାଉଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories