www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଜାନୁଆରୀ, ଫେବୃଆରୀ ମିଳିବ ୨ୟ କିସ୍ତି – ଉପମୁଖ୍ୟମନ୍ତ୍ରୀ..

ପଳାଶୁଣି ଛକରେ ଟ୍ରକ ଧକ୍କାରେ ମହିଳା ମୃତ..

- Advertisement -

କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଲିଯାତ୍ରା ପଡିଥିବା ଖାଇବା ଷ୍ଟଲ୍ ଉପରେ ଚଢାଉ..

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ : ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ୍ ୬ ଜଣଙ୍କୁ ଅଟକ ରଖିଥିବା ସୂଚନା  ଯାଜପୁର ସଦର ଥାନା ଓ ଟାଉନ ଥାନା ଉପରେ ତୀକ୍ଷଣ ନଜର, ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏଡିଜି..

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା କାନାଡ଼ା, ଦୃଢ଼ ନିନ୍ଦା କଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ..

୨୦୨୫ରେ ରାହୁ ଓ କେତୁ ଚଳନ; ଏହି ୫ ରାଶି ପାଇବେ ରାଜା ଭଳି ଜୀବନ, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ଆସନ୍ତା ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା, ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ ଦଶମ ପରୀକ୍ଷା..

ଫେବୃଆରୀ ୧୫ରୁ ଏପ୍ରିଲ ୪ ଯାଏଁ ହେବ ଦ୍ଵାଦଶ ଶ୍ରେଣୀ ପରୀକ୍ଷା, ପ୍ରକାଶ ପାଇଲା ପରୀକ୍ଷା ସୂଚୀ..

ବାଙ୍କୀ: ବୈଦେଶ୍ଵର ଥାନା ପୁଲିସ ଉପରକୁ ଗୋଚାଲାଣକାରୀଙ୍କ ବୋମାମାଡ଼, ଗୋଚାଲାଣକାରୀଙ୍କୁ ପିଛା କରିବା ସମୟରେ ପୁଲିସ ସହିତ ମୁହାଁମୁହିଁ, ଟି-ବ୍ରିଜ ପାଖରେ ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଗୋଚାଲାଣକାରୀଙ୍କ ଉଦ୍ୟମ, ୨ ଅଟକ, ୨୬ ଗୋରୁ ଉଦ୍ଧାର..

ବଡ ଖବର; ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ଜାନୁଆରୀ, ଫେବୃଆରୀ ମିଳିବ ୨ୟ କିସ୍ତି..

ଗଞ୍ଜାମ: ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକକୁ ହତ୍ୟା କଲେ ଦୁର୍ବୃତ୍ତ, ଶେରଗଡ଼ ଥାନା ବନ୍ଧାଗୁଡ଼ା ସ୍କୁଲ ନିକଟରେ ଘଟିଛି ହତ୍ୟାକାଣ୍ଡ, ବାଇକରେ ଯାଉଥିବାବେଳେ ଦୁର୍ବୃତ୍ତମାନେ ବୋଲେରୋରେ ପିଛା କରି ହତ୍ୟା କରିଥିବା ସୂଚନା..

ସୁବର୍ଣ୍ଣପୁର ସିଏସଓ ସୁରେଶ ପାଣିଗ୍ରାହୀ ଗିରଫ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ..

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories