www.samajalive.in
Sunday, December 14, 2025
15.1 C
Bhubaneswar

ଜିଏମୟୁ ଏବିଭିପି ନୂତନ କର୍ମକର୍ତ୍ତା ଘୋଷିତ

ସମ୍ବଲପୁର: ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଥିବା ଛାତ୍ର ସଙ୍ଗଠନ ଅଖିଳ ବିଦ୍ୟାର୍ଥୀ ପରିଷଦର କ୍ୟାମ୍ପସ ଶାଖା ପାଇଁ ନୂତନ କର୍ମକର୍ତ୍ତା ଘୋଷିତ ହୋଇଯାଇଛି। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୱେତାଂଶୁ ଶେଖର ବରାଇ ଚଳିତ ବର୍ଷର କ୍ୟାମ୍ପସ ଘୋଷଣା କରିଥିଲେ। କ୍ୟାମ୍ପସ ଶାଖା ସଭାପତି ରୂପେ ସ୍ୱାଧିନ ଆଚାର୍ଯ୍ୟ, ଶାଖା ସମ୍ପାଦକ ରୂପେ ରୋନକ ସାହୁ, ଉପ ସଭାପତି, ଦେବାଶିଷ ସେନ୍ଦ୍ରିଆ, ଅଞ୍ଚଳ ବେହେରା, ନିଖିଳ ଅଗ୍ରୱାଲ, ଧୀରଜ କାଲୋ, ଶୁଭଲକ୍ଷ୍ମୀ ପୃଷ୍ଟି, ସହ ସମ୍ପାଦକ ରୂପେ ବିବେକ ମହାପାତ୍ର, କୁଞ୍ଜନ ଷଣ୍ଢ, ତର୍କେଶ୍ୱର ଭୋଇ, ପି. ପଟେଲ, ବିବେକ ରଞ୍ଜନ ତିୱାରୀ, ଛାତ୍ରୀ ପ୍ରମୁଖ ସ୍ନେହା ମେହେର, ସହ ଛାତ୍ରୀ ପ୍ରମୁଖ ପ୍ରିତି ମରାଇ, ବନିତା ପ୍ରଧାନ, ସୁଶ୍ରୀତା ସାହୁ, ଏସଏଫଏସ ପ୍ରମୁଖ ଶ୍ରୀକାନ୍ତ ମାଝୀ, ସହ ଏସଏଫଏସ ସ୍ୱସ୍ତିକ ରଞ୍ଜନ ସାହୁ, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ଅଂଶୁମାନ ଗୁରୁ, ସହ ପ୍ରମୁଖ ଆୟୁଷ କୁଅଁର, ସାମାଜିକ ଗଣମାଧ୍ୟମ ପ୍ରମୁଖ କୈଳାଶ ମେହେର, ସହ ପ୍ରମୁଖ ଆୟୁଷ କୁମାର ଭୋଇ, ଗଣମାଧ୍ୟମ ପ୍ରମୁଖ ପ୍ରତିଶ ଦେବତା, ଖେଳ ଭାରତ ପ୍ରମୁଖ ପିୟୁଷ ମହାପାତ୍ର, ସହ ପ୍ରମୁଖ ଫାଲଗୁନୀ ଶର୍ମା, ସିଡିଡି ପ୍ରମୁଖ ଅଜୁ ମେହେର, ବିଜ୍ଞାନ ବିଭାଗ ପ୍ରମୁଖ ଶୈଳେଶ ନାଗ, ପ୍ରତିମ କ୍ରିଷ୍ଣା, ସ୍ୱାଗତ ସାହୁ, ବାଣିଜ୍ୟ ବିଭାଗ ପ୍ରମୁଖ ଅନିତା ଧରୁଆ, ବିଶ୍ମିତା ରାଜହଂସ, ସୋନୁ କୁଅଁର, ଅମ୍ରିତେଶ ତିୱାରୀ, କଳା ବିଭାଗ ସ୍ୱାଗତ ପଟ୍ଟନାୟକ, ରୋଶନ ପଟେଲ, ତୁଷାର ସେଠ, ଶ୍ରୀତ ସେଠି, କାର୍ଯ୍ୟକାରୀ ସଦସ୍ୟ ରୂପେ ସୁରଜ ଧଳ, ସ୍ୱାଧୀନ ମେହେର, ପାରିନିତା ସାହୁ, ରୋନକ ସାହୁ ଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ଏବିଭିପିର ଓଡ଼ିଶା ପ୍ରାନ୍ତର ସହ ସଙ୍ଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏବିଭିପିର ଇତିହାସ ଓ ଛାତ୍ର ଜୀବନରେ ଏବିଭିପିର ମହତ୍ୱ ଉପରେ ଉଦବୋଧନ ଦେଇଥିଲେ। ପୁର୍ବତନ ସଭାପତି କୀର୍ତ୍ତିମୟୀ ସାହୁ ବିଗତ ବର୍ଷରେ କରାଯାଇଥିବା କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ଶେଷରେ ନୂତନ ଦାୟିତ୍ୱ ପାଇଥିବା ଛାତ୍ରଛାତ୍ରୀ ମାନେ ମାଁ ସରସ୍ୱତୀ ମୂର୍ତ୍ତି ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତ ରେ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରା କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories