www.samajalive.in
Saturday, December 6, 2025
14.1 C
Bhubaneswar

ଅଭାବନୀୟ ଘଟଣା; ଘରେ ପଶି ମହିଳାଙ୍କୁ ଝୁଣି ମାରିଲେ ବୁଲା କୁକୁର

ଜଳେଶ୍ୱର : ମହିଳାଙ୍କୁ ଝୁଣି ମାରିଲେ ବୁଲା କୁକୁର ପଲ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ଭୋଗରାଇ ପଞ୍ଚାୟତ ଜୟନାରାୟଣପୁର ଗାଁରେ ଘଟିଛି । ଘରେ କେହି ନଥିବା ବେଳେ ମହିଳାଙ୍କୁ ଆକ୍ରମଣ କରିଥିଲେ କୁକୁର ପଲ । ମୃତକ ଶ୍ରୀଧର ସାହୁଙ୍କ ସ୍ତ୍ରୀ ବାସନ୍ତୀ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ବୟସ୍କା ବୋଲି କୁହାଯାଉଛି । ବୁଲା କୁକୁର ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଛି ।
ସୂଚନାନୁଯାୟୀ, କୁକୁର ପାଗଳ ହୋଇଯାଇଥିବା କୁହାଯାଉଥିବା ବେଳେ ଗ୍ରାମବାସୀ କୁକୁରକୁ ପିଟିପିଟି ମାରି ଦେଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ଦେଖନ୍ତୁ ଭିଡିଓ; ହଠାତ୍‌ ପଶି ଆସିଲା ଷଣ୍ଢ; ଲାଲ୍‌ ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories