www.samajalive.in
Friday, December 12, 2025
26.1 C
Bhubaneswar

ଶୁଦ୍ଧିକ୍ରିୟା ପାଇଁ ସହାୟତାର ହାତ ବଢ଼ାଇଲା ଲାଇଫ୍‌‌ ସେଭର୍ସ 

କେନ୍ଦୁଝରଗଡ଼: ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଛି ସ୍ୱେଛାସେବୀ ସଙ୍ଗଠନ ଲାଇଫ୍‌‌ ସେଭର୍ସ ଗ୍ରୁପ୍‌‌। ସଦର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧିନ ସାହାଡାପୁର ଗ୍ରାମର ନାରାୟଣ ଖଟୁଆଙ୍କର ମାତ୍ର ୩୫ବର୍ଷ ବୟସରେ ଯୁବାବସ୍ଥାରେ ଅକାଳ ବିୟୋଗ ଘଟିବା ପରେ ତାଙ୍କର ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକେ ଅସମର୍ଥ ଖବର ପାଇ ସାହାଯ୍ୟ ପାଇଁ ଆଗେଇ ଆସିଛି ଏହି ସଂଗଠନ। ଲାଇଫ୍‌‌ ସେଭର୍ସ ଗ୍ରୁପ୍‌‌ ଟ୍ରଷ୍ଟ ଉପଦେଷ୍ଟା ମନୋଜ କୁମାର ମାଝୀ, ବିଜୟ କୁମାର ଖୁଣ୍ଟିଆ, ଯୁଧିଷ୍ଠିର ମହାନ୍ତ, ବିଦ୍ୟାଧର ମହାନ୍ତ, ରଘୁନାଥ ମହାନ୍ତ, ଅଜୟ ଗିରି, କମଳଲୋଚନ ମହାନ୍ତ, ଝାଡେଶ୍ୱର ନାଏକ ଓ ଚତୁର୍ଭୁଜ ବେହେରା ପ୍ରମୁଖ ଶନିବାର ଦଶାହ ପାଳନ ଅବସରରେ ନାରାୟଣଙ୍କ ପତ୍ନୀ ଓ ୧୧ମାସର ଶିଶୁ ପୁତ୍ରଙ୍କୁ ଶୁଦ୍ଧିକ୍ରିୟା ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories