www.samajalive.in
Monday, December 8, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଶ୍ରୀମନ୍ଦିରରେ ପୁଲିସକୁ ମାଡ ମାରି ମୁଣ୍ଡ ଫଟାଇଦେଲେ ବଙ୍ଗୀୟ ପର୍ଯ୍ୟଟକ  ..ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ଜେଟିପିଙ୍କୁ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି..

ବାସୁଦେବପୁର ସହରର ଟ୍ରାଫିକ ଛକ କାଳୀ ମଣ୍ଡପ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ..
ଗୁରୁତର ଯୁବକ ପରେଶଙ୍କ ଦୁଇ ଗୋଡ ଉପରେ ଟ୍ରକ ଚଢିଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଛି ସୂଚନା..

ଶ୍ରୀମନ୍ଦିରରେ ପୁଲିସକୁ ମାଡ ମାରି ମୁଣ୍ଡ ଫଟାଇଦେଲେ ବଙ୍ଗୀୟ ପର୍ଯ୍ୟଟକ..

- Advertisement -

ନଭେମ୍ବର ୨୪ ତାରିଖରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ୨୪ ତାରିଖରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା

ସୁନ୍ଦରଗଡରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ  ଟଙ୍କା ଦିଆଯିବ, ଅବଶିଷ୍ଟ ‘ସୁଭଦ୍ରା’ ହିତାଧିକାରୀ ଡିସେମ୍ବରରେ ଟଙ୍କା ପାଇବେ..

ଦେବୋତ୍ଥାନ ଏକାଦଶୀରେ କରନ୍ତୁ ବାସ୍‌ ଏହି ସରଳ ଉପାୟ; ଶୀଘ୍ର ହେବ ବିବାହ, ଧନ ବୃଦ୍ଧି..

କଟକ-ବାଙ୍କୀ କଇଁମୁଣ୍ଡି ଛକରେ ବୋମାମାଡ, ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରେ ଦୁଇ ଟି ବୋମାମାଡ ହୋଇଥିବା ସୂଚନା ମିଳିଛି। ସେତୁ କାମରେ ନିୟୋଜିତ ହୋଇଥିବା ମେସିନ୍ ଏହି ବୋମାମାଡରେ କ୍ଷତିଗ୍ରସ୍ତ ହୋଇଛି। ଦାଦାବଟି କୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି..

କନ୍ଧମାଳକୁ ଛୁଇଁଲା ଶୀତ: ପହିଲି ଶୀତ ସହ ଜିଲ୍ଲାରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ, ଶୁକ୍ରବାର ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ..

ମୋ ବସର ମଦ୍ୟପ ଡ୍ରାଇଭରଙ୍କୁ ସାବାଡ୍ ପାଇଁ ଆକ୍ସନ ମୋଡରେ କ୍ରୁଟ୍ , ଡ୍ୟୁଟି ବେଳେ ମଦ୍ୟପାନ କରିବା ଅଭିଯୋଗରେ ଗାଇଡ୍ କ୍ୟାପଟେନ୍ ନିଲମ୍ବିତ, ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତିଦିନ ଡ୍ରାଇଭର ମାନଙ୍କ ମଦ୍ୟପାନ ପରୀକ୍ଷଣ ପାଇଁ ନିଷ୍ପତ୍ତି, ନିୟମ ନମାନିଲେ ୬ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ..

ନଭେମ୍ବର ୨୪ରେ ଏମାନଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା- ଉପମୁଖ୍ୟମନ୍ତ୍ରୀ

ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ ମାମଲା, ଅଭିଯୁକ୍ତ ସମୀର ମନସୁର ଗିରଫ..

ସତ୍ୟନଗର ଶ୍ମଶାନରୁ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କଙ୍କ ସ୍ତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ, ବ୍ୟବଚ୍ଛେଦ ନ କରି ଶବଦାହ କରୁଥିଲେ ବୋହୂ..

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ! ଓଡିଶାରେ ନାହିଁ ପ୍ରଭାବ..

ପଶ୍ଚିମବଙ୍ଗ: ସାଲିମାର୍ ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ , ହାଓ୍ବଡା ନାଲପୁର ଷ୍ଟେସନ ନିକଟରେ ଅଘଟଣ, ଟ୍ରେନର ୩ଟି ବଗି ଲାଇନଚ୍ୟୁତ ;ହୋଇଥିବା ସୂଚନା , ମୃତାହତ ନେଇ ମିଳିନି ସୂଚନା, ୧୫ ଯାତ୍ରୀ ଆହତ ହୋଇଥିବା ସୂଚନା..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories