www.samajalive.in
Monday, December 8, 2025
13.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଗ୍ରାହକଙ୍କ ପାଇଁ ଖୁସି ଖବର ,ପୁଣି ଖସିଲା ସୁନା ଦାମ୍‌ , ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୭୨,୩୦୦ ଟଙ୍କା..

ଆମ୍ବ ଟାକୁଆ ଟ୍ରାଜେଡି, ସାମ୍ନାକୁ ଆସିଲା ରିପୋର୍ଟ, ଖାଦ୍ୟ ବିଷାକ୍ତରୁ ମୃତ୍ୟୁ..ଖାଦ୍ୟ ବିଷାକ୍ତ ହୋଇଥିଲା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ..

- Advertisement -

ଲୋକଙ୍କ ଦୁଆରେ ପହଞ୍ଚିବ ନ୍ୟାୟ, ପ୍ରତି ବ୍ଲକରେ ଆରମ୍ଭ ହେବ ନ୍ୟାୟାଳୟ, ଆଇନ ବିଭାଗ ପକ୍ଷରୁ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ଜାଗୃତି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ଖୁସି ଖବର ; ପୁଣି କମିଲା ସୁନା ଦାମ୍‌ , ୧୦ ଗ୍ରାମକୁ ଏତିକି ଟଙ୍କା..

ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ଧମକ ପରେ ଏବେ କିଙ୍ଗ୍‌ଖାନ୍‌ଙ୍କୁ ମିଳିଛି ହତ୍ୟା ଧମକ । ଶାହାରୁଖ୍‌ ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ରର ବାନ୍ଦ୍ରା ଥାନାରେ ଲିଖିତ ଅଭିଯୋଗ ହୋଇଛି

କଟକ: କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡିସିନ ଦୋକାନରେ ଚଢ଼ାଉ, ବିପୁଳ କଫସିରପ ସହିତ ୩୨ ପ୍ରକାର ବେଆଇନ ଔଷଧ ଜବତ, ୨ ଗିରଫ..

ନଭେମ୍ବର ୭ରେ ଶୁକ୍ରଙ୍କ ଚଳନ; ୧୨ ରାଶି ଉପରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ,ସନ୍ତାନ ସୁଖ..

ସୁନ୍ଦରଗଡ : ଝିଅ ଆଗରେ ଚାଲିଗଲା ବାପାର ଜୀବନ, ବାପା- ଝିଅ ବାଇକରେ ଯାଉଥିବା ବେଳେ ଚଢିଗଲା ଟ୍ରେଲର..

ପଟିଆରେ ହଷ୍ଟେଲ୍‌ରୁ ମେଡିକାଲ କୋଚିଂ ନେଉଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର ମୃତ ଛାତ୍ରୀଙ୍କ ଘର କଟକରେ..

ଭୁବନେଶ୍ଵର ବିମାନବନ୍ଦରରେ ବିମାନ ବାତିଲ ପରେ ଯାତ୍ରୀଙ୍କ ଧାରଣା, ହାଇଦ୍ରାବାଦ ଯିବାକୁ ଥିବା ବାତିଲ ହେବାରୁ ଧାରଣାରେ ବସିଲେ ୬୦ରୁ ଅଧିକ ଯାତ୍ରୀ..

https://samajalive.in/two-white-things-fall-from-your-hand-in-kitchen/612134.html

ନୂଆବର୍ଷରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ- ଖାଦ୍ୟ ଯୋଗାଣ ମନ୍ତ୍ରୀ..

ଢେଙ୍କାନାଳ: ବାରହା ଫାଶରେ ପଡ଼ିଲା ବାଘ, ବାରହା ଶିକାର ପାଇଁ ମହାବୀରରୋଡ୍ ରେଞ୍ଜ ଜଙ୍ଗଲରେ ବିଛାଯାଇଥିଲା ଫାଶ, ବାଘକୁ ଉଦ୍ଧାର କରିବାକୁ କପିଳାସରୁ ଆସୁଛନ୍ତି ବନି ବିଭାଗ ଟିମ..

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories