www.samajalive.in
Saturday, December 6, 2025
16.1 C
Bhubaneswar

ଖୁସି ଖବର ; ପୁଣି କମିଲା ସୁନା ଦାମ୍‌ , ୧୦ ଗ୍ରାମକୁ ଏତିକି ଟଙ୍କା..

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଖସିଲା ସୁନା ଦାମ୍‌ ।୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୭୨,୩୦୦ ଟଙ୍କା । ପୂର୍ବରୁ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ର ଦର ଥିଲା ୭୩,୮୦୦ ଟଙ୍କା ।
୨୨ କ୍ୟାରେଟ୍‌ ଦାମ୍‌ ବେଙ୍ଗାଲୁରୁରେ ୭୨,୦୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୬୧୦ଟଙ୍କା ।
ଚେନ୍ନାଇରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୧୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୭୧୦ ଟଙ୍କା । ଦିଲ୍ଲୀରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୧୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୭୧୦ । ମୁମ୍ବାଇରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୦୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୫୬୦ ଟଙ୍କା ।
ସୂଚନାନୁଯାୟୀ,ବୁଧବାର ମଧ୍ୟ ସୁନା-ରୂପା ଦାମ୍ ହ୍ରାସ ପାଇଥିଲା। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୪୩୦ ଟଙ୍କା ହ୍ରାସ ପାଇ ୭୮,୧୩୬ ଟଙ୍କାକୁ ଖସିଆସିଥିଲା।

ନଭେମ୍ବର ୭ରେ ଶୁକ୍ରଙ୍କ ଚଳନ; ୧୨ ରାଶି ଉପରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ,ସନ୍ତାନ ସୁଖ..

- Advertisement -

https://samajalive.in/two-white-things-fall-from-your-hand-in-kitchen/612134.html

ସଲମାନ୍‌ଙ୍କ ପରେ ଶାହାରୁଖ୍‌ଙ୍କୁ ହତ୍ୟା ଧମକ..

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories