ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଖସିଲା ସୁନା ଦାମ୍ ।୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୭୨,୩୦୦ ଟଙ୍କା । ପୂର୍ବରୁ ଭୁବନେଶ୍ୱରରେ ୨୨ କ୍ୟାରେଟ୍ର ଦର ଥିଲା ୭୩,୮୦୦ ଟଙ୍କା ।
୨୨ କ୍ୟାରେଟ୍ ଦାମ୍ ବେଙ୍ଗାଲୁରୁରେ ୭୨,୦୫୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୭୮,୬୧୦ଟଙ୍କା ।
ଚେନ୍ନାଇରେ ୨୨ କ୍ୟାରେଟ୍ ଦାମ୍ ୭୨,୧୫୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୭୮,୭୧୦ ଟଙ୍କା । ଦିଲ୍ଲୀରେ ୨୨ କ୍ୟାରେଟ୍ ଦାମ୍ ୭୨,୧୫୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୭୮,୭୧୦ । ମୁମ୍ବାଇରେ ୨୨ କ୍ୟାରେଟ୍ ଦାମ୍ ୭୨,୦୦୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୭୮,୫୬୦ ଟଙ୍କା ।
ସୂଚନାନୁଯାୟୀ,ବୁଧବାର ମଧ୍ୟ ସୁନା-ରୂପା ଦାମ୍ ହ୍ରାସ ପାଇଥିଲା। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୪୩୦ ଟଙ୍କା ହ୍ରାସ ପାଇ ୭୮,୧୩୬ ଟଙ୍କାକୁ ଖସିଆସିଥିଲା।
https://samajalive.in/two-white-things-fall-from-your-hand-in-kitchen/612134.html



