www.samajalive.in
Monday, December 8, 2025
24.1 C
Bhubaneswar

କାଶ୍ମୀର ମାମଲାରେ ପାକିସ୍ତାନ ମୁଣ୍ଡ ଖେଳାଇବା ଛାଡ଼ୁ: ଓୱାସି

ହାଇଦରାବାଦ : କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ। କାଶ୍ମୀରର ପ୍ରତି ଜନତା ଭାରତର ନାଗରିକ। ପାକିସ୍ତାନ ଆଦୌ କାଶ୍ମୀର ମାମଲାରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ। ପାକିସ୍ତାନ ଏଭଳି କାର୍ଯ୍ୟରୁ ତୁନ୍ତ ଖ୍ୟାନ୍ତ ରହୁ ବୋଲି ଚେତାବନୀ ଶୁଣାଇଛନ୍ତି ଏଆଇଏମ୍‌ଆଇଏମ୍‌ ନେତା ତଥା ହାଇଦରାବାଦ ସାଂସଦ ଓସାସୁଦ୍ଦିନ ଓୱାସି। ଏଠାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ କେନ୍ଦ୍ରରେ କଂଗ୍ରେସ କିମ୍ବା ବିଜେପି; ଯେଉଁ ଦଳ ବି ଶାସନ କରୁ, କାହାରି କାଶ୍ମୀର ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ନୀତି ନାହିଁ। ଦୂରଦୃଷ୍ଟି ଅଭାବରୁ କାଶ୍ମୀର ସମସ୍ୟାର ସମାଧାନ ହୋଇପାରୁ ନାହିଁ। ପାକିସ୍ତାନ ପକ୍ଷରୁ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନର ଦିନକ ପରେ ଓୱାସିଙ୍କ ଏହି ମନ୍ତବ୍ୟ ବେଶ୍‌ ଗୁରୁତ୍ବ ବହନ କରୁଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories