www.samajalive.in
Sunday, December 14, 2025
26.1 C
Bhubaneswar

ଦିନ ୧୨ଟା ମୁଖ୍ୟ ଖବର

[୧] ଭୁବନେଶ୍ୱରରେ ଆଜି ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା
– ଭୀମଟାଙ୍ଗି, ସିଆର୍‌ପି, ନୟାପଲ୍ଲୀ ଅଞ୍ଚଳରେ ୨ରୁ ୩ ସେକେଣ୍ଡ ପାଇଁ ହୋଇଥିଲା ଭୂମିକମ୍ପ
– ଭୁବନେଶ୍ୱରରେ ଭୂମିକମ୍ପ ନେଇ ସ୍ପଷ୍ଟ କରିନାହିଁ ପାଣିପାଗ ବିଭାଗ
[୨] ଆସନ୍ତା ୨୦୨୫ ମସିହା ମାଟ୍ରିକ ପରୀକ୍ଷା ଲାଗି ଆଜି ଠାରୁ ଫର୍ମ ପୂରଣ ଆରମ୍ଭ
– ନଭେମ୍ବର ୧୮ରେ ଶେଷ ହେବ ଫର୍ମ ପୂରଣ
[୩] ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ହବିଷ୍ୟାଳୀଙ୍କୁ ନେଇ ପୁରୀ ଯାଉଥିବା ଅଟୋକୁ ଧକ୍କା ଦେଲା ଟ୍ରକ
– ୧ ମୃତ, ୪ ଆହତ
[୪] ଭଦ୍ରକରେ ଧାମରା ଥାନା ଅନ୍ତର୍ଗତ କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼ରେ ରାଜେନ୍ଦ୍ର ମହାପାତ୍ର ନାମକ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
[୫] ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାର କଲା ବିପଜ୍ଜନକ ସୀମା
– ଆଜି ସକାଳ ୫ଟା ସୁଦ୍ଧା ୫୦୦ ଏକ୍ୟୁଆଇ ରେକର୍ଡ
– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ମାନକ ଠାରୁ ୬୫% ଅଧିକ ପ୍ରଦୂଷଣ ସୂଚନା
– ୧୨ ଘଣ୍ଟାରେ ପ୍ରଦୂଷଣ ସ୍ତର ୩୨୭ରୁ ୫୦୭କୁ ବୃଦ୍ଧି
[୬] ଜମ୍ମୁକାଶ୍ମୀର ଶ୍ରୀନଗର ଓ ବଡଗାମରେ ସେନା-ଆତଙ୍କବାଦୀ ଗୁଳି ବିନିମୟ
– ୩ ଆତଙ୍କବାଦୀ ମୃତ
[୭] ଭାରତ-ନ୍ୟୁଜିଲାଣ୍ତ ତୃତୀୟ ଟେଷ୍ଟ
– ୧୭୪ ରନରେ ନ୍ୟୁଜିଲାଣ୍ତ ଅଲଆଉଟ
– ଭାରତ ଆଗରେ ୧୪୭ ରନର ଲକ୍ଷ୍ୟ

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories