www.samajalive.in
Friday, December 5, 2025
26.1 C
Bhubaneswar

ଅଯୋଧ୍ୟା ଦୀପୋତ୍ସବରେ ଦୁଇ ଗିନିଜ୍ ରେକର୍ଡ

ଅଯୋଧ୍ୟା : ଦୀପାବଳି ଅବସରରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଗୁରୁବାର ଦୀପୋତ୍ସବ ପାଳିତ ହୋଇଛି। ଏହି ଦୀପୋତ୍ସବରେ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପିତ ହୋଇଛି। ପ୍ରଥମ ରେକର୍ଡ ହେଉଛି ଏହି ଉତ୍ସବରେ ସର୍ବାଧିକ ସଂଖ୍ୟକ ଲୋକ ଆଳତି କରିଥିଲେ। ୧,୧୨୧ ଲୋକ ଏକକାଳୀନ ଆଳତି କରିଥିଲେ। ଦ୍ବିତୀୟ ରେଡର୍କ ହେଉଛି ଏକକାଳୀନ ୨୫,୧୨,୫୮୫ଟି ଦୀପ ପ୍ରଜ୍ବଳନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଗିନିଜ୍ ୱାର୍ଲ୍ଡ ରେକର୍ଡ ପୁରସ୍କାର ଗ୍ରହଣ କରିଥିଲେ। ସରଜୁ ନଦୀ କୂଳର ୫୫ଟି ଘାଟରେ ଏହିସବୁ ଦୀପ ପ୍ରଜ୍ବଳନ କରାଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories