ନୟାଗଡ : ନୟାଗଡ ସଦର ଥାନା ମାଳିସାହିରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି । କାରଖାନାରେ ଚଢାଉ କରି ପୁଲିସ ୪ଟି ବନ୍ଧୁକ ସହ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି । ଏହା ସହ ଜଣଙ୍କୁ ଗିରଫ କରି ଆଗାମୀ ତଦନ୍ତ ଜାରି ରଖିଛି ପୁଲିସ ।
Popular Categories

ନୟାଗଡ : ନୟାଗଡ ସଦର ଥାନା ମାଳିସାହିରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି । କାରଖାନାରେ ଚଢାଉ କରି ପୁଲିସ ୪ଟି ବନ୍ଧୁକ ସହ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି । ଏହା ସହ ଜଣଙ୍କୁ ଗିରଫ କରି ଆଗାମୀ ତଦନ୍ତ ଜାରି ରଖିଛି ପୁଲିସ ।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
