www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; ‘ମାର ମତେ ମାର, ଚାପୁଡା ମାର’, ବୋର୍ଡରେ ଲେଖି ମାଡ ଖାଇଲେ ଯୁବତୀ, ତା’ପରେ କଲେ ଏମିତି..

ନୂଆଦିଲ୍ଲୀ : ଅନେକ ସମୟରେ ଲୋକେ ମଜାଳିଆ ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଶେୟାର କରି ଥାଆନ୍ତି । ନିକଟରେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ଦେଖି ସଭିଏଁ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ।


ଭିଡିଓରେ ଦେଖିପାରିବେ, ଜଣେ ଯୁବତୀ ହାତରେ ଏକ ବୋର୍ଡ ଧରିଛନ୍ତି । ଏଥିରେ ଲେଖାହୋଇଛି । ମତେ ଚାପୁଡା ମାର୍‌ । ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏହି ବୋର୍ଡ ଦେଖିବା ପରେ ଲୋକେ ଯୁବତୀଙ୍କୁ ଚାପୁଡା ମଧ୍ୟ ମାରୁଛନ୍ତି । ମାତ୍ର କିଛି ସମୟ ପରେ ଯାହା ଘଟୁଛି, ସେଥିରେ ସଭିଏଁ ଚକିତ ହୋଇ ଯାଉଛନ୍ତି । ଯେତେବେଳେ ଅନେକ ବ୍ୟକ୍ତି ଯୁବତୀଙ୍କୁ ଚାପୁଡା ମାରୁଛନ୍ତି, ତା’ପରେ ଯୁବତୀ ଯାହା କରିଛନ୍ତି, ଭିଡିଓ ନଦେଖିଲେ ବିଶ୍ୱାସ କରିବେ ନାହିଁ । ଲୋକେ ଏହାପରେ ଚିନ୍ତା କରିଛନ୍ତି, କାହିଁକି ଚାପୁଡା ମାରିଲୁ । ଏବେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।

ଦୀପାବଳି ପରେ ସିଧାଚଳନ କରିବେ ଶନି; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଚମକିବ ଭାଗ୍ୟ..

- Advertisement -

ଭିଡିଓର ଆରମ୍ଭରେ ପ୍ରାୟ ୩୭ ସେକେଣ୍ଡ ପର୍ଯ୍ୟନ୍ତ ଯୁବତୀ ଜଣକ ଚାପୁଡା ଖାଉଥିବା ଦେଖିପାରିବେ । ଏହା ପରେ ଚାପୁଡା ମାର୍‌ ବୋର୍ଡଟିକୁ ଯୁବତୀ ଜଣକ ଓଲଟାଇ ଦେଖାଇଛନ୍ତି । ସେଥିରେ ଲେଖାହୋଇଛି, ଚାପୁଡା ମାରିବା ପରେ ୧୦୦ ଟଙ୍କା ଦେବାକୁ ପଡିବ । ଏହାକୁ ଦେଖି ଲୋକେ ଚମକି ପଡିବା ସହ ଚାପୁଡା ମାରିଥିବା ସମସ୍ତ ଲୋକେ ୧୦୦ ଟଙ୍କା ଦେଇଛନ୍ତି । ଏହାପରେ ୯୦ ସେକେଣ୍ଡର ଏହି ଭିଡିଓ ଶେଷ ହେଉଛି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories