www.samajalive.in
Saturday, December 13, 2025
26.1 C
Bhubaneswar

କଟକରେ ବେଆଇନ ପାର୍କିଂ, ଦୋକାନକୁ ଉଚ୍ଛେଦ

କଟକ: କଟକରେ ବେଆଇନ ପାର୍କିଂ ଉପରେ ହାଇକୋର୍ଟଙ୍କ ନିୟମ ଅନୁସାରେ ବେଆଇନ ପାର୍କିଂ ଓ ରାସ୍ତା ପାର୍ଶ୍ଵରେ ବେଆଇନ ଦୋକାନକୁ କମିଶନରେଟ ପୁଲିସ ଉଚ୍ଛେଦ କରିଛି । ସିଏମସି ଓ ପୁଲିସର ମିଳିତ ଉଦ୍ୟମରର ଏହି ଚଢାଉ ଜାରି ରହିଛି। ସହରରେ ଯାତାୟତକୁ ସୁଗମ କରିବା ପାଇଁ ଏଭଳି ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ପ୍ରଥମେ ଏସସିବି ନିକଟସ୍ଥ ତାଳଦଣ୍ଡା କେନାଲର ଉଭୟ ରୋଡ଼ରେ ଚାଲିଛି ଉଚ୍ଛେଦ। ଏଯାବତ ୧୦ଟି କାରକୁ ବେଆଇନ ପାର୍କିଂ ପାଇଁ ଟ୍ରାଫିକ ଉଠାଇ ନେଇଛି। ଏପରିକି ୫୦ ରୁ ୪୦ ରୁ ଉର୍ଦ୍ଧ୍ଵ ଦୋକାନକୁ ମଧ୍ୟ ଟିମ୍‌ ଉଚ୍ଛେଦ କରିଛି। ଅନ୍ୟପଟେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଠା ବ୍ୟବସାୟୀ। ସେମାନଙ୍କ ମତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ସିଏମସିର ବେପୁରୁଆ ନୀତି ପାଇଁ ଜୀବନ ଜୀବିକାକୁ ନେଇ ପ୍ରଶ୍ନ କରିଛନ୍ତି। ଥଇଥାନ କରିକି ଉଚ୍ଛେଦ କଲେ ଭଲ ହୁଅନ୍ତା ହେଲେ ବୋଲି ବ୍ୟବସାୟୀ କହିଛନ୍ତି।

ଧନତେରସ୍‌ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ବଦଳିଯିବ ଜୀବନ..

ମୋମୋ ଖାଇ ମହିଳା ମୃତ; ୨ଶିଶୁ ସମେତ ୫୦ ଚିିକିତ୍ସାଧୀନ, ୨ ଗିରଫ, ଭୟଭୀତ କରିବ ଘଟଣା..

- Advertisement -

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories