www.samajalive.in
Wednesday, December 10, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ଆରଡିରେ କେମିତି ସାଳନ୍ଦୀ ନଦୀପଠାରୁ ମଇଁଷିକୁ ଝାମ୍ପି ନେଲା କୁମ୍ଭୀର

ଆରଡି : ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀପଠାରେ ମଇଁଷିଟି ପାଣି ପିଉଥିବା ବେଳେ ଝାମ୍ପି ନେଲା କୁମ୍ଭୀର। କୁମ୍ଭୀରଟି ୧୫/୧୬ଫୁଟ ଲମ୍ବର ହୋଇଥିବାରୁ ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହିଛନ୍ତି। ପ୍ରତିଦିନ ନଦୀବନ୍ଧ ଦେଇ ଶତାଧିକ କୋମଳମତି ପିଲାମାନେ ଗାଁ ପ୍ରାଥମିକ ସ୍କୁଲକୁ ଯାଉଥିବା ବେଳେ ଗାଁରେ ବସବାସ କରୁଥିବା ଲୋକ ଦୈନନ୍ଦିନ ନିତ୍ୟ ବ୍ୟବହାର ଜିନିଷ ପାଇଁ ଯାତାୟତ କରିଥାନ୍ତି।

 

କେବେ ଦେଖିନଥିବେ ଏମିତି ପ୍ରେମ କାହାଣୀ, ଭିଡିଓରେ ଦେଖନ୍ତୁ, ଗାଡି ପଛେ ପଛେ ଦୌଡି ଦୌଡି ଗଲା ଷଣ୍ଢ, ଆଉ ତା’ପରେ..

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories