www.samajalive.in
Saturday, December 13, 2025
26.1 C
Bhubaneswar

“ସମାଜ” ପାଠକ ମଞ୍ଚ ପକ୍ଷରୁ ପୁରୀ ଗୋପବନ୍ଧୁ ଭବନରେ ନିଃଶୁଳ୍କ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ପୁରୀ : “ସମାଜ” ପାଠକ ମଞ୍ଚ ପକ୍ଷରୁ ପୁରୀ ଗୋପବନ୍ଧୁ ଭବନରେ ଶନିବାର ନିଃଶୁଳ୍କ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନରହରି ମିଶ୍ର, ପ୍ରଫେସର ଡାକ୍ତର ଦେବ ପ୍ରସାଦ ଦାଶ, ଡାକ୍ତର ବିପିନାନନ୍ଦ ମିଶ୍ର, ଡାକ୍ତର ହୃଦୟ ରଞ୍ଜନ ମହାନ୍ତି, ଡାକ୍ତର ହର ପ୍ରସାଦ ମିଶ୍ର, ଡାକ୍ତର ଶ୍ରୀକାନ୍ତ ପଣ୍ଡା, ଡାକ୍ତର ସୁଲୋଚନା ଦେବୀ ଯୋଗ ଦେଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଗରିବ ଲୋକଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା।

ଜାଣନ୍ତୁ : ଧନତେରସରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ରାଶି ଅନୁଯାୟୀ କିଣିବେ କେଉଁ ଜିନିଷ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories