www.samajalive.in
Friday, December 5, 2025
26.1 C
Bhubaneswar

କାଓ୍ବାସାକି ଆଣିଲା ନୂଆ ବାଇକ୍, ଏମିତି ରହିଛି ଫିଚର୍..

ନୂଆଦିଲ୍ଲୀ : ବାଇକ ନିର୍ମାତା କମ୍ପାନୀ କାଓ୍ବାସାକି ଭାରତରେ ନିଜ ମିଡିଲଓ୍ବେଟ କ୍ରୁଜର ମୋଟରସାଇକେଲ ୨୦୨୪ ଭଲକନ୍ ଏସକୁ ୭.୧୦ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ଦାମରେ ଲଞ୍ଚ୍ କରିଦେଇଛି । ଏହି ଅପଡେଟେଡ୍ ମୋଟରସାଇକେଲରେ ଏକ ନୂଆ ରଙ୍ଗ ପର୍ଲ ମ୍ୟାଟ୍ ସେଜ୍ ଗ୍ରୀନ୍ ଯୋଡାଯାଇଛି ।

ଏଥିରେ ୬୪୯ ସିସିର ପାରାଲାଲ୍-ଟ୍ବିନ୍ ଲିକ୍ବିଡ୍ କୁଲ୍ଡ ଇଞ୍ଜିନ୍ ମିଳିବ ଯାହା ୭୫୦୦ ଆରପିଏମରେ ୬୦ ବିଏଚପିର ସର୍ବାଧିକ ପାଓ୍ବର ଓ ୬୬୦୦ ଆରପିଏମରେ ୬୨.୪ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ଏଥିରେ ୬ ସ୍ପିଡ୍ ଗିୟରବକ୍ସ ଯୋଡାଯାଇଛି । ଭଲକନ୍ ଏସରେ ୧୮ ଇଞ୍ଚ ଫ୍ରଣ୍ଟ ଓ ୧୭ ଇଞ୍ଚ ରିୟର ଆଲୟ ହ୍ବିଲ୍ ମିଳିଥାଏ । ଏଥିରେ ଡୁଆଲ ଚ୍ୟାନେଲ୍ ଏବିଏସ୍ ମିଳେ । ଏହାର ଓଜନ ୨୩୫ କିଲୋଗ୍ରାମ । ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୩୦ ଏମଏମ୍ । କ୍ରୁଜରରେ ଏକ ସେମି-ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ୍ ରହିଛି । ବ୍ଲୁଟୁଥ୍ କନେକ୍ଟିଭିଟି ଚାଳକଙ୍କୁ ଏକ ନୂତନ ଅନୁଭୂତି ପ୍ରଦାନ କରିବ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories