www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗ୍‌ଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠନ କଲେ ସରକାର.. ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ..

ଅଗଷ୍ଟ ୧୪ରେ ଚନ୍ଦ୍ର ପଛରେ ଲୁଚିବ ଶନି.. ଆକାଶ ମେଘମୁକ୍ତ ରହିଲେ ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଅଗଷ୍ଟ ସୋମବାର ମଧ୍ୟରାତ୍ର ପରେ ଏହାକୁ ଖାଲି ଆଖିରେ ଦେଖିହେବ.. ପ୍ରାୟ ୧୨ଟା୩୩ ମିନିଟରେ ଚନ୍ଦ୍ର ପଛରେ ଲୁଚିବ ଶନି ଓ ୧ଟା ୩୨ମିନିଟରେ ଚନ୍ଦ୍ର ପଛରୁ ବାହାରିବ..

- Advertisement -

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର.. ମାଲକାନଗିରି ଜିଲା ମୋଟୁ ଥାନା ଅଞ୍ଚଳର ଘଟଣା..

ରାଜଧାନୀ ଦିଲ୍ଲୀରେ ବାଣ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ.. ଅକ୍ଟୋବର ୧୪ରୁ ଜାନୁୟାରୀ ୧, ୨୦୨୫ ପର୍ଯ୍ୟନ୍ତ ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର..

ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ବଡ ଘୋଷଣା.. ମୁମ୍ବାଇରେ ଟୋଲ ଫି ଛାଡ଼..

ମେଲାଣି ନେଉଛନ୍ତି ଜଗତ୍‌ଜନନୀ.. ଭସାଣିରେ ବାଜିବ ଡିଜେ.. ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କ ସୂଚନା.. ଭସାଣରେ ଡିଜେ ବାଜିବ, ହେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ..

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍‌.. ଡାରୋନ ଏସ୍‌ମୋଗ୍ଲୁ, ସାଇମନ ଜନ୍‌ସନ୍‌ ଓ ଜେମ୍‌ସ ଏ. ରବିନ୍‌ସନ୍‌ଙ୍କୁ ମିଳିତ ଭାବେ ଅର୍ଥନୀତିରେ ମିଳିବ ନୋବେଲ୍‌

ଭଣଜାକୁ ବିକି ଦେଲା ମାମୁଁ.. ଅଢେଇ ବର୍ଷର ଭଣଜାକୁ ୨୦ହଜାର ଟଙ୍କାରେ ବିକ୍ରି କରିଦେଲା ମାମୁଁ.. କଟକ ଜିଲା ସାଲେପୁର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ ..

ନିଶ୍ଚିନ୍ତକୋଇଲିରେ କେନାଲରେ ବୁଡ଼ି ସାତ ବର୍ଷର ଶିଶୁ ମୃତ..

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ.. ତଦନ୍ତରେ ଦିଲ୍ଲୀ ପୁଲିସ ଅବହେଳା କରୁଥିବା ମାନବ ଅଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ଅଭିଯୋଗ.. ଏପଟେ ଆଜି ଦିଲ୍ଲୀ ପୁଲିସ କମିଶନରଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ଡିଜିପି..

ରେରା ଆଇନରେ ହେବ ପରିବର୍ତ୍ତନ.. କାମ ନ ଥାଇ ଅଫିସ ଆସିଲେ ଦଲାଲ ବୋଲି ଧରାଯିବ.. ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories