www.samajalive.in
Friday, December 12, 2025
14.1 C
Bhubaneswar

ବାରବାଟୀ କ୍ୟାରମ ପ୍ରତିଯୋଗିତା ଉଦଘାଟିତ

ସମାଜ ଡିଜିଟାଲ ଡେସ୍କ: ବାରବାଟୀ କ୍ୟାରମ ଏକାଡେମୀ ଆନୁକୂଲ୍ୟରେ କ୍ୟାରମ ସଂଘ ପ୍ରକୋଷ୍ଠରେ ୧୨ଶ ଯୁଗଳ କ୍ୟାରମ ପ୍ରତିଯୋଗିତା ଶନିବାର ଉଦଘାଟିତ ହୋଇଛି। ଏକାଡେମୀର ସାଧାରଣ ସମ୍ପାଦକ ଗଣେଶ ଭଗତଙ୍କ ନେତୃତ୍ଵରେ ଦିଲ୍ଳୀପ କୁମାର ବେହେରା, ଶିଶିର ଲେଙ୍କା, ବନମାଳୀ ରାଉତ, ସାଗର ଚୌଧୁରୀ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାୟାଧର ସାହୁ, ସୂରଜ କୁମାର କାନୁନଗୋ, ଶକ୍ତିପ୍ରସାଦ ଜେନା ଉପସ୍ଥିତ ରହି ଖୋଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories