www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଗ୍ୟାରେଜରେ ଲୁଚି ଥିଲା ଜଙ୍ଗଲୀ ଭାଲୁ, ଏମିତି ଜୀବନ ବଞ୍ଚାଇଲେ ବ୍ୟକ୍ତି..

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ଘରୁ ବାହାରକୁ ଯିବା ପାଇଁ ଆପଣଙ୍କ କାର୍‌କୁ ଗ୍ୟାରେଜରୁ ବାହାର କରିବାକୁ ଯାଉଥିବେ, ମାତ୍ର ସେଠାରେ ଆପଣଙ୍କ ସାମ୍ନାସାମ୍ନି ଏମିତି ଏକ ଜଙ୍ଗଲୀ ଜନ୍ତୁ ସହ ହେବ ଯାହା ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିବେ । ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କୁ ଦେଖି ଭୟଭୀତ ହେବା ସାଧାରଣ କଥା । ନିକଟରେ ସୋସିଆଲ ମିଡିଆରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖି କିଛି କ୍ଷଣ ପାଇଁ ଆପଣଙ୍କ ନିଶ୍ୱାସ ଅଟକି ଯିବା ଭଳି ଲାଗିବ।

ହ୍ୱାଟ୍ସଆପ୍‌ ଆଣୁଛି ଜବରଦସ୍ତ ଫିଚର୍‌; ଆପେ ଆପେ ବ୍ଲକ୍‌ ହୋଇଯିବ ଅଜଣା କଲ୍‌ ଓ ମେସେଜ୍‌..

- Advertisement -


ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ନିଜ ଗ୍ୟାରେଜକୁ କାର୍‌ ନିକଟକୁ ଯିବା ପରେ ସେଠାରେ ତାଙ୍କ ସାମ୍ନାସାମ୍ନି ଜଙ୍ଗଲୀ ଭାଲୁ ସହ ହୋଇଛି। ଏହି ଦୃଶ୍ୟ ଖୁବ୍‌ ଭୟଭୀତ ମଧ୍ୟ କରିବ।
ଏହି ଘଟଣା ଆମେରିକାର ଏକ ଛୋଟ ସହରର। ବ୍ୟକ୍ତି ଜଣକ ଗ୍ୟାରେଜକୁ କାର୍‌ ନିକଟକୁ ଯିବା ମାତ୍ରେ ଏକ ବିଶାଳ ଜଙ୍ଗଲୀ ଭାଲୁ ତାଙ୍କ ନିକଟକୁ ପଳାଇ ଆସିଥିଲା । ଭାଲୁ କବଳରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି ଜଣକ କାରର ଆର ପାଖକୁ ଯାଇ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।
ଭିଡିଓକୁ ଏପର୍ଯ୍ୟନ୍ତ ୩୨.୮ ମିଲିୟନ ଲୋକେ ଦେଖି ସାରିଲେଣି । ୪୬ ସେକେଣ୍ଡର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories