www.samajalive.in
Sunday, December 7, 2025
13.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପାର୍ବଣ ପାଇଁ ପ୍ରସ୍ତୁତ ହେଉଛି ପୁରପଲ୍ଲୀ, ମନ୍ଦିର ଓ ତୋରଣ : ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଲା ଷୋଡଶ ଉପଚାର ପୂଜା, କାକଟପୁରର ମାଆ ମଙ୍ଗଳା, ବାଙ୍କୀର ମା ଚର୍ଚ୍ଚିକାଙ୍କ ପୀଠ ଉତ୍ସବମୁଖର..

ଲଘୁଚାପ ସୃଷ୍ଟି : ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ଆସନ୍ତା ୩ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା..

- Advertisement -

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗିର, ଭଦ୍ରକ, କେନ୍ଦ୍ରାପଡା ଏବଂ ଯାଜପୁର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ହୋଇପାରେ ପ୍ରବଳ ବର୍ଷା..

ରାଉରକେଲାରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ
ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ଗଣଦୁଷ୍କର୍ମ..

ହ୍ୱାଟ୍ସଆପ୍‌ ଆଣୁଛି ଜବରଦସ୍ତ ଫିଚର୍‌; ଆପେ ଆପେ ବ୍ଲକ୍‌ ହୋଇଯିବ ଅଜଣା କଲ୍‌ ଓ ମେସେଜ୍‌..

୫ଜଣ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା
ତିନି ଦିନ ତଳେ ୨ଜଣ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ..

ଚନ୍ଦକା ଥାନା ସୁନ୍ଦରପୁରରେ ଯାଇ ଅନୁଧ୍ୟାନ କଲା କ୍ରାଇମବ୍ରାଞ୍ଚ ଟିମ୍‌‌
ଭରତପୁର ଥାନାରେ ତନାଘନା ପରେ ପୀଡିତା ଓ ମେଜରକୁ ନେଇ ଯାଞ୍ଚ..

ପୀଡିତାଙ୍କୁ ଦୁର୍ବ୍ୟବହାର ହୋଇଥିବା ସ୍ଥାନରେ ସିନ୍‌‌ ରିକ୍ରିଏସନ୍‌‌
କ୍ୟାମେରାରେ ସବୁ ସିନ୍‌‌ ରେକର୍ଡ..

ଆଜି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ ସଂଘ..

ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..

ଭରତପୁର ଥାନା ଅଘଟଣ ପାଇଁ ଆଜି ଗ୍ରାଉଣ୍ଡ ଜିରୋକୁ ଯିବ କ୍ରାଇମବ୍ରାଞ୍ଚ: ଭରତପୁର ଥାନା ଓ ପଥର ଗାଡିଆ ଯାଇ ତଦନ୍ତ କରିବ ଟିମ୍, ଚଳାଇବ ତନାଘନା, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦେଶ..

ଏସମା ଲାଗୁ ସତ୍ବେ ଜିଦରେ ଅଟଳ ନର୍ସିଂ ଅଫିସର : ବିଭିନ୍ନ ଦାବିରେ ଆଜିଠୁ ଆନ୍ଦୋଳନ, ୨୭ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରିବାକୁ ଚେତାବନୀ, ୬ ମାସ ପାଇଁ ଲାଗିଥିବା ଏସମାକୁ କଡାକଡି କରିବାକୁ ନିର୍ଦେଶ କରିଛି ନର୍ସିଂ ନିର୍ଦେଶାଳୟ, ଆଲୋଚନା ନେଇ ନର୍ସିଂ ସଂଘକୁ ଡାକିଛୁ କହିଲେ ସ୍ଵାସ୍ଥ୍ୟମନ୍ତ୍ରୀ..

ଦେଖନ୍ତୁ ଭିଡିଓ ;ଦୁବାଇ ଯାଉଥିବା ବିମାନ ଉଡାଣ ଭରିବାକୁ ଥିଲା କିଛି ସମୟ ବାକି, ଇଞ୍ଚିନ୍‌ରୁ ବାହାରିଲା ଧୂଆଁ..

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories