ଦେଖନ୍ତୁ ଭିଡିଓ ;ଦୁବାଇ ଯାଉଥିବା ବିମାନ ଉଡାଣ ଭରିବାକୁ ଥିଲା କିଛି ସମୟ ବାକି, ଇଞ୍ଚିନ୍‌ରୁ ବାହାରିଲା ଧୂଆଁ..

ଚେନ୍ନାଇ : ଚେନ୍ନାଇ ବିମାନବନ୍ଦରରେ ଏକ ବଡ ଅଘଟଣ ଟଳି ଯାଇଥିବା ବୁଧବାର ଜଣାପଡିଛି । ଦୁବାଇ ଯାଉଥିବା ଏକ ବିମାନ ଉଡାଣ ଭରିବା ପୂର୍ବରୁ ଇଞ୍ଜିନ୍‌ରୁ ଧୂଆଁ ବାହାରିବାକୁ ଲାଗିଥିଲା । ମଙ୍ଗଳବାର ରାତିରେ ଚେନ୍ନାଇ-ଦୁବାଇ ଏମିରେଟସ ବିମାନ ଉଡାଣ ଭରିବା ପୂର୍ବରୁ ବିମାନର ଶେଷ ଅଂଶରୁ ଧୂଆଁ ବାହାରିବାକୁ ଆରମ୍ଭ କରିଥିଲା । ଧୂଆଁ ବାହାରିବା ଦେଖି ଘଟଣାସ୍ଥଳରେ ଲୋକେ ଭୟଭୀତ ହେବା ସହ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ସମୟରେ … Continue reading ଦେଖନ୍ତୁ ଭିଡିଓ ;ଦୁବାଇ ଯାଉଥିବା ବିମାନ ଉଡାଣ ଭରିବାକୁ ଥିଲା କିଛି ସମୟ ବାକି, ଇଞ୍ଚିନ୍‌ରୁ ବାହାରିଲା ଧୂଆଁ..