www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମାଣ୍ଡର ଅଦ୍ଭୁତ ଫଟୋ ଜାରି କଲା ନାସା, ଦେଖିଲେ…

ସମାଜ ଡିଜିଟାଲ ଡେସ୍କ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଅନେକ ସମୟରେ ବ୍ରହ୍ମାଣ୍ଡର ବିଭିନ୍ନ ଫଟୋ ଜାରି କରାଯାଇଥାଏ। ଏହି ଫଟୋଗୁଡ଼ିକ ଜରିଆରେ ଲୋକମାନେ ବ୍ରହ୍ମାଣ୍ଡ ବିଷୟରେ କିଛି ନା କିଛି ଜାଣିବାକୁ ସୁଯୋଗ ପାଇଥାଆନ୍ତି। ଅନେକ ସମୟ​‌ରେ ଏହି ଫଟୋ ବେଶ୍‌ ସୁନ୍ଦର ହୋଇଥାଏ। ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ବର୍ତ୍ତମାନ ନାସା ପକ୍ଷରୁ ଆଉ ଏକ ଫଟୋ ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ନାସା ରେଡ୍ ସ୍ପାଇଡର ନେବୁଲା(ଧୂଳି ଏବଂ ବାଷ୍ପର ଏକ ବଡ଼ ବାଦଲ, ଯାହା ମହାକାଶରେ ତାରାମାନଙ୍କ ମଧ୍ୟରେ ଭାସମାନ ଅବସ୍ଥାରେ ରହିଥାଏ)ର ଫଟୋ ଶେୟାର କରିଛି।

 

View this post on Instagram

 

A post shared by NASA (@nasa)

- Advertisement -

ରେଡ୍‌ ସ୍ପାଇଡର ନେବୁଲାର ଏହି ଫଟୋ ବେଶ୍‌ ଆକର୍ଷଣୀୟ ହୋଇଛି। ଏହି ନେବୁଲା ପୃଥିବୀଠାରୁ ୩୦୦୦ ଆଲୋକବର୍ଷ ଦୂରରେ ରହିଛି। ଏହା ସବୁଠୁ ଗରମ ତାରାମାନଙ୍କ ମଧ୍ୟରୁ ଗୋଟିଏ। ଏହି ଫଟୋ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି। ଏହାକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories