www.samajalive.in
Saturday, December 6, 2025
15.1 C
Bhubaneswar

ଆଖି ସାମ୍ନାରେ ଘଟିଲା ବିରାଟ ଭୂସ୍ଖଳନ, ଭିଡିଓରେ କଏଦ କଲେ ପର୍ଯ୍ୟଟକ

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡରେ ଅଧିକାଂଶ ସମୟରେ ଭୂସ୍ଖଳନ ଘଟିବାର ନଜିର ରହିଛି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବୁଲିବା ପାଇଁ ପ୍ରାୟ ସମୟରେ ଉତ୍ତରାଖଣ୍ଡ ଯାଇଥାଆନ୍ତି। ଯେଉଁଠି ସେମାନେ ଭୂସ୍ଖଳନର ସମ୍ମୁଖୀନ ହୋଇଥାଆନ୍ତି। ଏମିତି ଏକ ଘଟଣା ଘଟିଛି ଶନିବାର ୧୪ ତାରିଖରେ। କିଛି ପର୍ଯ୍ୟଟକ ଧରଚୁଲାର ଚେତାଲକୋଟ ବୁଲିବାକୁ ଯାଇଥିବା ସମୟରେ ସେଠାରେ ଭୂସ୍ଖଳନର ସାମ୍ନା କରିଥିଲେ। ପର୍ଯ୍ୟଟକଙ୍କ ଆଗରେ ପାହାଡ଼ର ବିରାଟ ଅଂଲ ଧସି ତଳକୁ ଖସିଥିଲା। ଏହି ଦୃଶ୍ୟକୁ ନିଜର କ୍ୟାମେରା କଏଦ କରିଥିଲେ କିଛି ପର୍ଯ୍ୟଟକ। ଆଶିଷ କୁମାର ନାମକ ଜଣେ ପର୍ଯ୍ୟଟକ ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories