www.samajalive.in
Saturday, December 6, 2025
26.1 C
Bhubaneswar

ଜିଓ /ଏୟାରଟେଲ୍‌ ; ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ,ମାତ୍ର ୩୦ ଟଙ୍କା..

ନୂଆଦିଲ୍ଲୀ : ନିକଟରେ ଭାରତରେ ଜିଓର ୮ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର୍‌ । ଏହାର ତୁଳନାରେ ଏୟାରଟେଲ ପକ୍ଷରୁ ପୂଜା ଅଫର୍‌ ପ୍ରଦାନ କରାଯାଉଛି । ଏହି ପୂଜା ଅଫର୍‌ ଅନୁଯାୟୀ, ଏୟାରଟେଲ୍‌ ୧୦୨୯ ଟଙ୍କାର ଏକ ନୂଆ ରିଚାର୍ଜ ପ୍ଲାନ୍‌ ଆଣିଛି । ଦାମ୍‌ ତୁଳନା କଲେ ମାତ୍ର ୩୦ ଟଙ୍କାର ପ୍ରାର୍ଥକ୍ୟ ରହିଛି । ସେହିଭଳି ଅନ୍ୟ ଦୁଇ ପ୍ଲାନରେ ୧୦୦ ଟଙ୍କାର ପ୍ରାର୍ଥକ୍ୟ ରହିଛି । ମାତ୍ର ଏ ସମସ୍ତ ରିଚାର୍ଜ ପ୍ଲାନରେ କ’ଣ ଫରକ୍‌ ରହିଛି। ଜାଣନ୍ତୁ କେଉଁ ପ୍ଲାନ୍‌ ଅଧିକ ଲାଭଦାୟକ..

ଏୟାରଟେଲର ୯୭୯ ପ୍ଲାନ୍‌ ନିୟମିତ ୨ ଜିିବି ଡାଟା ସହ ଆସୁଛି । ଏଥିରେ ଅସୀମିତ କଲିଙ୍ଗ୍‌, ୨୨ରୁ ଅଧିକ ଓଟିଟି ଆପର ସବ୍‌ସ୍କ୍ରିପ୍ସନ ମିଳିଥାଏ । ଏହାର ବୈଧତା ୮୪ ଦିନ ପର୍ଯ୍ୟନ୍ତ । ଏହି ପ୍ଲାନରେ ୧୦ ଜିବି ଡାଟା କୁପନ ପ୍ରଦାନ କରାଯାଉଛି । ଏହାସହ ୧୦ ଓଟିଟି ଆପର ସବ୍‌ସ୍କ୍ରିପ୍ସନ ମିଳିଥାଏ । ସେହିଭଳି ଜିଓର ୮୯୯ ପ୍ଲାନରେ ଦୈନିକ ୨ଜିବି ଡାଟା ମିଳିଥାଏ । ଏହି ପ୍ଲାନ ୯୦ ଦିନ ବୈଧତା ପର୍ଯ୍ୟନ୍ତ ଆସୁଛି । ଏଥିରେ ଅସୀମିତ କଲିଙ୍ଗ୍‌, ମାଗଣା ରୋମିଙ୍ଗ. ଦୈନିକ ୧୦୦ ଏସଏମଏସ ଦିଆଯାଉଛି । ଏଥିରେ ଅସୀମିତ ୫ଜି ଡାଟା ମିଳିଥାଏ ।

ବୁଦ୍ଧାଦିତ୍ୟ ରାଜଯୋଗ ; ଜାଣନ୍ତୁ ସେପ୍ଟେମ୍ବର ୨୮ ପୂର୍ବରୁ ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବିବାହ,ଧନଲାଭ..

- Advertisement -


ଏୟାରଟେଲ୍‌ ୧୦୨୯ ପ୍ଲାନ ୮୪ ଦିନର ବୈଧତା ସହ ଆସୁଛି । ଏଥିରେ ଦୈନିକ ୨ଜିବି ଡାଟା ଓ ଅସୀମିତ କଲିଙ୍ଗ୍‌ ସହ ଡିଜନୀ ପ୍ଲସ ହଟଷ୍ଟାରର ସବ୍‌ସ୍କ୍ରିପ୍ସନ ପ୍ରଦାନ କରାଯାଉଛି । ଏହି ପ୍ଲାନରେ ୨୨ ଓଟିଟି ସବ୍‌ସ୍କ୍ରିପ୍ସନ ସହ ଆସୁଛି । ଏହାସହ ୨୮ ଦିନ ପାଇଁ ୧୦ ଜିବି ଡାଟା କୁପନ ଦିଆଯାଉଛି । ଜିଓ ୯୯୯ ପ୍ଲାନରେ ଦୈନିକ ୨ ଜିିବି ଡାଟା ସୁବିଧା ସହ ଆସୁଛି । ଏହାର ବୈଧତା ୯୮ ଦିନ ପର୍ଯ୍ୟନ୍ତ । ଏଥିରେ ଅସୀମିତ କଲିଙ୍ଗ୍‌ ସହ ୧୦୦ ଏସଏମଏସ ସୁବିଧା ରହିଛି । ଏହାସହ ଅସୀମିତ ୫ଜି ଡାଟା ମିଳୁଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories