www.samajalive.in
Monday, December 8, 2025
24.1 C
Bhubaneswar

ସାଂସଦଙ୍କ ହସ୍ତକ୍ଷେପ ପରେ ଆସୁଛି ମୃତଦେହ

ଫୁଲବାଣୀ: ଲେମନ ଦିଗାଲ ନାମକ ଆମ୍ବେଦକର କଲୋନୀ, ଦଡିଙ୍ଗିଆ, ରାଇକିଆର ଜଣେ ଯୁବକ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ଦାଦନ ଖଟିବାକୁ ଯାଇଥିଲେ। ଗତ ଗୁରୁବାର ଦିନ ତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ଯୋଗୁଁ ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମର ଶରୀର ନିଜ ଘରକୁ ଆଣିବାରେ ତାଙ୍କ ଭଉଣୀକୁ ବହୁତ ଅସୁବିଧା ହେଉଥିଲା ଯାହା ଫଳରେ ସେ ଜୁଲିମା ଦଳ ବେହେରା ନାମକ ଜଣେ ବିଜେପି କାର୍ଯ୍ୟକର୍ତାଙ୍କୁ ଜଣାଇଥିଲେ ଏବଂ ଜୁଲିମା ଦଳ ବେହେରା ତୁରନ୍ତ ଏ ବାବଦରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଜଣାଇଥିଲେ। ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ହସ୍ତକ୍ଷେପ ପରେ ଯୁବକଙ୍କ ମର ଶରୀର ତାଙ୍କ ବାସଭବନକୁ ଏକ ଆମ୍ବୁଲାନସ ଯୋଗେ ଆସୁଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories