www.samajalive.in
Sunday, December 7, 2025
14.1 C
Bhubaneswar

ନୟାଗଡର ୪ଟି ଜେଲରେ ଚଢାଉ: ବିପୁଳ ନିଶାଦ୍ରବ୍ୟ ଜବତ

ନୟାଗଡ: ଜେଲରେ ଚଢାଉ। ନୟାଗଡର ୪ଟି ଜେଲରେ ପୁଲିସ୍‌ର ଚଢାଉ । ନିଶା କାରବାର ନେଇ ଆଜି ଭୋରୁ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚଢାଉ ଚାଲିଛି। ମାଜିଷ୍ଟ୍ରେଟ୍ ଏବଂ ନୟାଗଡ ଏସପିଙ୍କ ଉପସ୍ଥିତିରେ ଚଢାଉରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ନୟାଗଡ ଜିଲ୍ଲା ମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି। ଦଶପଲ୍ଲା ଉପକାରାଗାରରୁ ମଧ୍ୟ ବହୁ ପରିମାଣ ଖଇନି, ଗୁଟଖା , ବିଡି ସହ ବ୍ଲେଡ୍ ଜବତ ହୋଇଛି। ତେବେ ବାହାରୁ ଜେଲ ଭିତରକୁ କିଭଳି ଏସବୁ ସାମଗ୍ରୀ ଯାଉଥିଲା ? କଡା ସୁରକ୍ଷା ମଧ୍ୟରେ କିଏ ଏବଂ କେମିତି ଏହି ନିଶା ଦ୍ରବ୍ୟ ପଠାଉଥିଲା , ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories