www.samajalive.in
Monday, December 15, 2025
16.1 C
Bhubaneswar

ଭଡ଼ାଘରେ ଯୁବକଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ସନ୍ଦେହରେ ଜଣେ ଅଟକ

କେନ୍ଦ୍ରାପଡ଼ା: ଭଡ଼ାଘରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ କରାଯାଇଛି। କେନ୍ଦ୍ରାପଡ଼ା ଟାଉନ ଥାନା ଖଡ଼ିଅଙ୍ଗ ଅଞ୍ଚଳର ଏକ ଭଡ଼ାଘରେ ମୃତଦେହ ପଡ଼ିରହିଥିବା ସୂଚନା ମିଳଛି। ମୃତକର ପରିଚୟ ମିଳିଛି ଏବଂ ସେ ରାଜସ୍ଥାନର ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ା ଟାଉନ ଥାନା ଖଡ଼ିଅଙ୍ଗ ଅଞ୍ଚଳର ଏକ ଭଡ଼ାଘରେ ରହି  ସେ ଆଇସକ୍ରିମ ବ୍ୟବସାୟ କରୁଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ କେନ୍ଦ୍ରାପଡ଼ା ଟାଉଥାନା

ପୁଲିସ ଜଣକୁ ଅଟକ ରଖି ପଚାରଉଚୁରା କରୁଛି। ଘଟଣାସ୍ଥଳରେ ପହଞ୍ଚି ପୁଲିସର ସାଇଣ୍ଟିଫିକ ଟିମ ତଥ୍ୟ ସଂଗ୍ରହଣ କରିଛି। ସମ୍ପୃକ୍ତ ଯୁବକଙ୍କ କିଳଭି ମୃତ୍ୟୁ ହୋଇଛି ଏବଂ ତା’ର ମୃତ୍ୟୁ ପାଇଁ ଦାୟୀ କିଏ ସେନେଇ ପୁଲିସର ଛାନଭିନ ଜାରି ରଖିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories