www.samajalive.in
Sunday, December 7, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଶନିବାର ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି.. ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

ଓଡ଼ିଶା ଉପରେ ସିରିଜ୍ ଘୂର୍ଣ୍ଣିବଳୟ.. ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା.. କିଛି ସ୍ଥାନରେ ପ୍ରବଳ ବର୍ଷିବ.. ଶନିବାର ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ..

ଚିନି ସେବନ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?

- Advertisement -

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ.. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..

ରାଜ୍ୟରେ ଡାନ୍ସ ବାର୍‌ ସମ୍ପୂର୍ଣ୍ଣ ବନ୍ଦ ହେବ.. ଗୃହରେ କହିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ..

ଭାରତର ଚନ୍ଦ୍ର ବିଜୟକୁ ବର୍ଷେ.. ଆଜିର ଦିନରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩.. ଐତିହାସିକ ସଫଳତାର ସ୍ମୃତିକୁ ଜୀବିତ ରଖିବାକୁ ଆଜି ସାରା ଦେଶ ପାଳୁଛି ଜାତୀୟ ମହାକାଶ ଦିବସ..

୨୪ ଅଗଷ୍ଟରେ ଏକାଠି ହେବେ ଶୁକ୍ର-କେତୁ ; ଏହି ରାଶି ହେବେ ଭାଗ୍ୟଶାଳୀ..

ୟୁକ୍ରେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଜେଲେନ୍‌ସ୍କିଙ୍କ ସହିତ କଲେ ଦ୍ଵିପାକ୍ଷିକ ଆଲୋଚନା..

ପୁଣି ଖୋଲିଲା ରତ୍ନଭଣ୍ଡାର.. କଡ଼ା ସୁରକ୍ଷା ମଧ୍ୟରେ ସ୍ଥାନାନ୍ତରଣ ହେଲା ଖାଲି ସିନ୍ଦୁକ ଓ ଆଲମିରା..

ଚିକିଟି ମଦ ମୃତ୍ୟୁ ମାମଲା.. ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଗଞ୍ଜାମ ଜିଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି.. ୬ ଜଣଙ୍କୁ ଗିରଫ କରାଯାଇଛି..

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ.. ସମ୍ବଲପୁର ଲୋକସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାରେ ନୋଟିସ୍ ଜାରି କଲେ ଉଚ୍ଚ ନ୍ୟାୟାଳୟ.. ସ୍ଵାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର କରିଥିଲେ ଆବେଦନ..

କଲକାତା ଲଜ୍ଜା: ସିବିଆଇ ହାତରେ ଲାଗିଲା ସିସିଟିଭି ଫୁଟେଜ.. ଘଟଣା ପୂର୍ବରୁ ପୀଡ଼ିତାଙ୍କୁ ଦିନସାରା ଚାହିଁ ରହୁଥିଲା ଅଭିଯୁକ୍ତ ସଞ୍ଜୟ ରଏ..

ନେପାଳରେ ନଦୀକୁ ଖସିଲା ବସ୍‌.. ୧୪ ଭାରତୀୟ ମୃତ..

ଜେଲରେ ଗ୍ୟାଙ୍ଗଓ୍ବାରର ଖବର ପରେ ବଲାଙ୍ଗୀର ଜେଲରେ ପୁଲିସ ବିଭାଗର ବଡଧରଣର ଚଢାଉ.. ଜେଲ ଭିତରୁ ବିଡି, ସିଗାରେଟ୍, ଦିଆସିଲି ଏବଂ ଅନ୍ୟ ନିଶାଦ୍ରବ୍ୟ ଜବତ.. କାରନାମାରେ ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ..

ଦେଖନ୍ତୁ ଭିଡିଓ ; ଚୀନ ଆକାଶରେ ୭ଟି ସୂର୍ଯ୍ୟ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories