ଦେଖନ୍ତୁ ଭିଡିଓ ; ଚୀନ ଆକାଶରେ ୭ଟି ସୂର୍ଯ୍ୟ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ଆକାଶରେ ଗୋଟିଏ ନୁହେଁ ୭ଟି ସୂର୍ଯ୍ୟ ଦେଖାଯାଉଛି । ଏହି ଭିଡିଓ ଚୀନର ବୋଲି ଜଣାପଡିଛି। ଏହି ଆଶ୍ଚର୍ଯ୍ୟଜନକ ଓ ଅଦ୍ଭୁତ କରିବା ଭଳି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଭିଡିଓଟି ୧୮ ଅଗଷ୍ଟର। ଜଣେ ମହିଳା ଏକ ହସ୍ପିଟାଲ ଝରକାରୁ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିବା ବେଳେ ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ … Continue reading ଦେଖନ୍ତୁ ଭିଡିଓ ; ଚୀନ ଆକାଶରେ ୭ଟି ସୂର୍ଯ୍ୟ..