www.samajalive.in
Sunday, December 7, 2025
26.1 C
Bhubaneswar

ସିମ୍‌‌ ବକ୍ସ ମାମଲା: ରାଞ୍ଚି ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ

ସମାଜ ଡିଜିଟାଲ ଡେସ୍କ: ସିମ୍‌‌ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଆଜି ରାଞ୍ଚି ନିଆଯାଉଛି। କମିଶନରେଟ ପୁଲିସର ୨ଟି ଟିମ୍‌‌ ରାଞ୍ଚି ଯାଉଛନ୍ତି। ତୃତୀୟ ସିମ୍‌‌ ବକ୍ସ ମିଳିବା ପୁଲିସକୁ ଅଧିକ ତଥ୍ୟ ମିଳିପାରେ। ଭୁବନେଶ୍ୱର, କଟକ ପରେ ଝାଡଖଣ୍ଡରେ ସିମ୍‌‌ ବକ୍ସ ରହିଥିବା ତଦନ୍ତରୁ ଜଣାପଡିଛି। ସୋମବାର ଏନେଇ ପୁଲିସ କମିଶନର ସୂଚନା ଦେଇଥିଲେ। ଏହାପରେ ଅଧିକ ଖୋଳତାଡ ପାଇଁ ତଦନ୍ତକାରୀ ଟିମ୍‌‌ ସହ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାଡଖଣ୍ଡ ନିଆଯାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଅସଦୁର ଜମାନକୁ ଗିରଫ କରିବା ପାଇ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ ପୁଲିସ। ଭୁବନେଶ୍ୱର ଓ କଟକରୁ ସିମ୍‌‌ ବକ୍ସ ସବୁ ମିଳିବା ପରେ ରାଜୁ ମଣ୍ଡଳକୁ ୫ଦିନିଆ ନେଇଛି ପୁଲିସ। ଦୈତନଗରୀରୁ ମୋଟ ୧୨ଟି ସିମ୍‌‌ ବକ୍ସ ଜବତ କରିଛି ପୁଲିସ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories