www.samajalive.in
Friday, December 12, 2025
16.1 C
Bhubaneswar

ଓଲା ପରେ ଏବେ ଆସିବ ଜିରୋଧା ଆଇପିଓ !

ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍, ୟୁନିକମର୍ସ ଓ ଫାଷ୍ଟ କ୍ରାଏର ଆଇପିଓରେ ନିବେଶକଙ୍କୁ ବହୁତ ଫାଇଦା ମିଳିଛି । ଏହା ଦର୍ଶାଉଛି କି ଲୋକମାନେ ଏହି କମ୍ପାନୀ ଉପରେ ଭରସା କରୁଛନ୍ତି ଏବଂ ଅଧିକରୁ ଅଧିକ ନିବେଶ କରିବାକୁ ଚାହୁଁଛନ୍ତି । ଜିରୋଧାର ମାଲିକ ନୀତିନ କାମତ ମଧ୍ୟ ଏହି ଆଇପିଓର ପ୍ରଶଂସା କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଭାରତୀୟ କମ୍ପାନୀମାନେ ସେୟାର ମାର୍କେଟକୁ ଆସିବା ଉଚିତ୍ ।

ଏହି ଆଇପିଓର ଫଳାଫଳ ଦେଖି ଅନ୍ୟ କମ୍ପାନୀମାନେ ମଧ୍ୟ ସେୟାର ମାର୍କେଟକୁ ଆସିବାକୁ ସାହସ କରିପାରୁଛନ୍ତି ବୋଲି ନୀତିନ କାମତ ମତ ରଖିଛନ୍ତି । ମାର୍କେଟର ବୃଦ୍ଧି ପାଇଁ ନୂଆ ନୂଆ କମ୍ପାନୀଗୁଡିକ ସେୟାର ବଜାରରେ ତାଲିକାଭୁକ୍ତ ହେବା ଉଚିତ୍ । ତାଙ୍କର ଏମିତି ଟ୍ବିଟ ପରେ ଲୋକେ ଜିରୋଧାର ମଧ୍ୟ ଆଇପିଓ ଆଣିବା ପାଇଁ ଅନୁରୋଧ କରୁଛନ୍ତି ।

- Advertisement -

ଏହା ପରେ କାମତ ପୁଣି ନିଜ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କମ୍ପାନୀ ଅଧିକ ଆୟ ଆଶା କରୁନି ବୋଲି ସେ କହିଛନ୍ତି । ଅନ୍ୟ କମ୍ପାନୀଙ୍କୁ ପରାମର୍ଶ ଦେବା ପରେ ନିଜ କମ୍ପାନୀକୁ ସାମ୍ନାକୁ ନଆଣିବା ସାମାନ୍ୟ ଭୁଲ୍ ଲାଗିପାରେ ବୋଲି ମଧ୍ୟ ସେ ନିଜେ କହିଛନ୍ତି । ତେବେ ସେ ଏନେଇ କିଛି ଯୋଜନା କରିନାହାଁନ୍ତି, ଏବଂ ଆଗକୁ ଚିନ୍ତା କରିବେ ବୋଲି କହିଛନ୍ତି ।

ରୁଷର ବଡ଼ ସହର କବ୍‌ଜା କଲା ୟୁକ୍ରେନ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories