www.samajalive.in
Sunday, December 14, 2025
19.1 C
Bhubaneswar

ଅନୁଗୁଳରେ ଖୋଲିଲା ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟିର ଡିଲରସିପ୍

ଡେସ୍କ: ମହିନ୍ଦ୍ରା ଏବଂ ମହିନ୍ଦ୍ରାର ସହାୟକ କମ୍ପାନୀ ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡ୍ ଆଜି ଅନୁଗୁଳରେ ଏକ ନୂତନ ଡିଲରସିପ୍ ଖୋଲିଛି। ଲୋଟସ୍ ସେଲ୍ସ ଏବଂ ସର୍ଭିସ ନାମରେ ୫୫ ନମ୍ବର ଜାତୀୟ ରାଜପଥ ତୁରୁଙ୍ଗରେ ଖୋଲିଥିବା ଏହି ଡ଼ିଲରସିପ ସମସ୍ତ ଇଲେକ୍ଟ୍ରିକ୍ ଅନ୍ୟାନ୍ୟ ଉତ୍ପାଦ ବିକ୍ରି କରିବ। ଏଥିରେ ଯାତ୍ରୀ ତଥା କାର୍ଗୋ, ଜୋର୍ ଗ୍ରାଣ୍ଡ ଇଲେକ୍ଟ୍ରିକ୍ କାର୍ଗୋ, ଇ-ଆଲଫା ସୁପର ରିକ୍ସା ରହିଛି। ଏହାଛଡା ଛୋଟ ବ୍ୟବସାୟିକ କାର୍ଗୋ ୪ ଚକିଆ ଯାନ ଏବଂ ଆଲଫା ଡିଜେଲ ୩ ଚକିଆ ଯାନ ମଧ୍ୟ ଉପଲବ୍ଧ ହେବ। ସେଲ ତଥା ସର୍ଭିସ୍, ଗ୍ରାହକଙ୍କ ପାଇଁ ଉତ୍କୃଷ୍ଟ ଆର୍ଥିକ ଯୋଜନା ଏବଂ ଲାଭ ଜନକ ବିନିମୟ ସୁବିଧା ବ୍ୟବସ୍ଥା ମଧ୍ୟ ରହିଥିବା ଜଣାପଡିଛି। ଆଜି ଡିଲରସିପ୍ ଉଦଘାଟନ ସମୟରେ ଜୋନାଲ୍ ବିଜନେସ୍ ହେଡ୍ ତ୍ରିଭୂଭନ୍ ନାଥ ଦୁବେ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories