www.samajalive.in
Saturday, December 13, 2025
26.1 C
Bhubaneswar

ବଳଦ ଗାଡିରେ ଲଦା ହୋଇଛି ଟ୍ରକ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ମଜାଳିଆ ଭିଡିଓ ଥାଏ ତ ଆଉ କିଛି ଶିକ୍ଷଣୀୟ ଭିଡିଓ ଥାଏ । ଏବେ ଏମିତି ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେନି ।

 

View this post on Instagram

 

A post shared by jaani_marwadi (@jaani_marwadi)

- Advertisement -

ଇନଷ୍ଟାଗ୍ରାମରେ ଏକ ଭିଡିଓ ଏବେ ଘୁରିବୁଲୁଛି । ଭିଡିଓରେ ପ୍ରଥମେ ଏକ ଟ୍ରକ୍ ନଜର ଆସୁଛି ଯାହା କି ପଛୁଆ ଯାଉଥିବା ନଜର ଆସୁଛି । ପ୍ରଥମେ ଲାଗୁଛି କି ଟ୍ରକର ବ୍ରେକ୍ କାମ କରୁନି ଏବଂ ଏହା ପଛୁଆ ଗଡୁଛି । କିନ୍ତୁ ପରେ ଦେଖାଯାଉଛି କି ଟ୍ରକଟି ବଳଦ ଗାଡିରେ ଲଦା ହୋଇଛି । ଭିଡିଓଟି ଗୋଟିଏ ଦିନ ପୂର୍ବରୁ ସେୟାର ହୋଇଛି । ଭିଡିଓକୁ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ୟୁଜର ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories