www.samajalive.in
Saturday, December 6, 2025
16.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ବୁର୍ଜ ଖଲିଫାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ..

ନୂଆଦିଲ୍ଲୀ : ଇଣ୍ଟରନେଟ୍‌ ଦୁନିଆରେ କିଛି ଦିନ ହେବ ବୁର୍ଜ ଖଲିଫାର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଏହା ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରୁଛି । ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି । ଭାଇରାଲ ହେଉଥିବା ଏହି ହୃଦୟସ୍ପର୍ଶୀ ଭିଡିଓ ଜରିଆରେ ବୁର୍ଜ ଖଲିଫା ଅଟ୍ଟାଳିକାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖି ମନମୁଗ୍ଧ ହେବା ସ୍ୱଭାବିକ । ସାରା ଦୁନିଆ ନଜରରେ ଏହି ଅଟ୍ଟାଳିକାର ନିଜର ସୁନ୍ଦରତା ପାଇଁ ଖୁବ୍‌ ପ୍ରସିଦ୍ଧ । ୮୨୮ ମିଟର (୨,୭୧୭) ଫୁଟ୍‌ ଉଚ୍ଚ ଏବଂ ୧୬୩ ମହଲା ବିଶିଷ୍ଟ ଏହି ଉଚ୍ଚ ଅଟ୍ଟାଳିକାରୁ ଭୂପୃଷ୍ଠର ଦୃଶ୍ୟ ଆଶ୍ଚର୍ଯ୍ୟଜନକ ଓ ହୃଦୟସ୍ପର୍ଶୀ।

ବର୍ଷେ ପରେ ସୂର୍ଯ୍ୟ କରିବେ ମହାଚଳନ: ସୁନା ଭଳି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ବଡ ସଫଳତା..

- Advertisement -

ଭିଡିଓରେ ଦେଖିପାରିବେ, ଧଳା ବାଦଲ ମଝିରେ ଘେରି ହୋଇ ରହିଥିବା ଆକାଶ ଏଭଳି ଲାଗୁଛି, ଯେପରି ଏହା ଏକ ଭିନ୍ନ ଦୁନିଆ । ଭିଡିଓରେ ଜଣେ ବ୍ୟକ୍ତି ବାଲାକୋନିର କବାଟ ଖୋଲି କକ୍ଷର ଶେଷ ଆଡକୁ ଦେଖାଉଛନ୍ତି ।
୧୮ ସେକେଣ୍ଡର ଏହି ଭିଡିଓକୁ ୩୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ଏହି ପତ୍ର ପକାଇ ପିଅନ୍ତୁ, ଦେଖନ୍ତୁ ଚମତ୍କାର..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories