ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା..
ସେନାର ଚେତାବନୀ ପରେ ଦେଲେ ଇସ୍ତଫା.
ହସିନାଙ୍କ ବାସଭବନକୁ ଧସେଇ ପସିଲେ ବିକ୍ଷୋଭକାରୀ..
ଭଉଣୀଙ୍କ ସମେତ ହସିନାଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ନିଆଯାଉଥିବା ସୂଚନା..
ହସିନା ଭାରତ ଆସୁଥିବା ନେଇ ଗଣମାଧ୍ୟମ ରିପୋର୍ଟରେ ଚର୍ଚ୍ଚା..
ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍ ମିଳିବ ସବୁକିଛି..
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ..
ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି-ମୁଖ୍ୟ ପ୍ରଶାସକ..
ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ୱ..
ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହୋଇଛି..
‘ରଖେ ହରି ତ ମାରେ କିଏ’ – ଭିଡିଓରେ ଦେଖନ୍ତୁ,ଖେଳୁ ଖେଳୁ ନାଳକୁ ଖସି ପଡିଲା ଶିଶୁ, ଆଉ ତା’ପରେ..
ଆନନ୍ଦ ବଜାରରେ ଶୃଙ୍ଖଳାକୁ ନେଇ ଗୁରୁତ୍ୱ..
ଭୁବନେଶ୍ଵର: ଓଡ଼ିଶା ପୁଲିସ ମହାନିର୍ଦେଶକ (ଡିଜିପି) ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର..
୩ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ବାୟୋଡାଟା ମାଗିଲା ଗୃହ ବିଭାଗ..
ଭୁବନେଶ୍ଵର: ଉତ୍ତରପ୍ରଦେଶ ପରେ ପଞ୍ଜାବରୁ ଆଳୁ ଆଣିବାକୁ ରାଜ୍ୟ ସରକାରଙ୍କ ଘୋଷଣା..
ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିଯାଉଥିବା କଥାକୁ ମିଛ ବୋଲି କହିଲେ ସରକାର..



