‘ରଖେ ହରି ତ ମାରେ କିଏ’ – ଭିଡିଓରେ ଦେଖନ୍ତୁ,ଖେଳୁ ଖେଳୁ ନାଳକୁ ଖସି ପଡିଲା ଶିଶୁ, ଆଉ ତା’ପରେ..

ନୂଆଦିଲ୍ଲୀ : ପିଲାମାନେ ସାଧାରଣତଃ ଖେଳିବାକୁ ପସନ୍ଦ କରନ୍ତି । ତାଙ୍କ ଚାରିପଟରେ ଥିବା ବିପଦ ମଧ୍ୟ ସେମାନେ ଜାଣି ନଥାଆନ୍ତି । ଅନେକ ସମୟରେ ଖେଳୁଥିବା ଅବସ୍ଥାରେ ବିପଦରେ ପଡି ଯାଆନ୍ତି । ଏହି କାରଣରୁ ପିଲାମାନେ ବାହାରେ ଖେଳୁଥିବା ସମୟରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ଅନେକ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ପିଲାମାନେ ବଡ ବିପଦରେ ମଧ୍ୟ ପଡି ଥାଆନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଭାଇରାଲ … Continue reading ‘ରଖେ ହରି ତ ମାରେ କିଏ’ – ଭିଡିଓରେ ଦେଖନ୍ତୁ,ଖେଳୁ ଖେଳୁ ନାଳକୁ ଖସି ପଡିଲା ଶିଶୁ, ଆଉ ତା’ପରେ..