www.samajalive.in
Thursday, December 11, 2025
18.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ବସିବ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ..

ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତି ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି..

- Advertisement -

ସକ୍ରିୟ ମୌସୁମୀ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟରେ ବଢିବ ବର୍ଷା..

ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ..

କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା, ୭ ତାରିଖରେ ୬ ଜିଲ୍ଲାରେ ପ୍ରବଳ ବର୍ଷିବ, ୯ ଯାଏଁ ବର୍ଷା ସମ୍ଭାବନା..

ଶ୍ରାବଣ ତୃତୀୟ ସୋମବାର..

ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ସବୁକିଛି..

ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ, ବୋଲବମ୍ ହର ହର ବମ୍ ନାରାରେ କମ୍ପୁଛି ଚର୍ତୁଦିଗ..

ଶୃଙ୍ଖଳିତ ଜଳଲାଗି ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା..

ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଖସାପଡ଼ା ନୀତି: ଅପରାହ୍ଣ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ..

ଖସାପଡ଼ା ନୀତି ଶେଷ ହେବା ପରେ ଠାକୁରଙ୍କୁ କରାଯିବ ମହାସ୍ନାନ..

ଦେଖନ୍ତୁ ଭିଡିଓ ; ସେଲଫି ନେବା ବେଳେ ଖାଇକୁ ଖସିଲେ ଯୁବତୀ, ତା’ପରେ..

ଫେରୁଛନ୍ତି କେଦାରନାଥରେ ଫସିଥିବା ୪ ଓଡିଆ..

ଆଜି ସକାଳୁ ଉତ୍ତରାଖଣ୍ଡ ହୃଷିକେଶରୁ ଟ୍ରେନ୍ ଯୋଗେ ଓଡିଶା ଫେରୁଛନ୍ତି..

ଗତ ୩୧ ତାରିଖରେ କେଦାରନାଥ ଯାଇ ଫେରିବାବେଳେ ଚାରି ଜଣ ଫସି ଯାଇଥିଲେ..

ଯୋଡ଼ା ବାମିବାରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ; ବାପା, ଦୁଇ ପୁଅଙ୍କ ଉପରେ ମାଡିଗଲା ଟ୍ରକ୍ ; ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ..

କଟକ: ମହାନଦୀରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର..

ଭଦିମୂଳ ଘାଟ ନିକଟରେ ମୃତଦେହ ଉଦ୍ଧାର କଲେ ଲୋକେ..

ରବିବାର ପାଣି ଉଠାଇବା ବେଳେ ଭାସି ଯାଇଥିଲେ ଯୁବକ..

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ..

କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଚଢାଉ..

ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ଅମିତ ରୋହିଦାସ ବାଦ..

ସେମି ଫାଇନାଲରେ ଖେଳିବେନି ଅମିତ ରୋହିଦାସ..

ଜର୍ମାନୀ ବିପକ୍ଷ ମ୍ୟାଚରେ ଖେଳିପାରିବେନି ଅମିତ..

ବ୍ରିଟେନ ବିପକ୍ଷ ମ୍ୟାଚରେ ରେଡ୍‌‌ କାର୍ଡ ପାଇବା ପରେ ପ୍ରତିବନ୍ଧକ..

ପ୍ରତିବନ୍ଧକ ଲଗାଇଲା ଅନ୍ତର୍ଜାତୀୟ ହକି ଫେଡେରେସନ..

ଅମିତଙ୍କ ଷ୍ଟିକ୍‌‌ ବ୍ରିଟେନର ଜଣେ ଖେଳାଳୀଙ୍କ ମୁହଁରେ ବାଜିଥିଲା..

ଆଜି ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ, ଜରୁରୀ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ..

ଜଳେଶ୍ୱର : ବାଲତିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ..

ଆଠଗଡ଼: ପାରିବାରିକ କଳହରୁ ବୋହୂର ନାକ କାଟିଲା ଶ୍ଵଶୁର..

ଗୁରୁଡ଼ିଝାଟିଆ ଥାନା ଗୋବରା ଗ୍ରାମର ଘଟଣା, ଶ୍ଵଶୁର ଅଟକ..

 

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories