ଦେଖନ୍ତୁ ଭିଡିଓ ; ସେଲଫି ନେବା ବେଳେ ଖାଇକୁ ଖସିଲେ ଯୁବତୀ, ତା’ପରେ..

ନୂଆଦିଲ୍ଲୀ : ମହାରାଷ୍ଟ୍ରର ସତାରା ଘାଟି ଅଞ୍ଚଳରେ ଜଣେ ଯୁବତୀ ଖାଇକୁ ଖସିପଡିବା ପରେ ଖୁବ୍‌ କଷ୍ଟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ସେଲଫି ନେବା ସମୟରେ ଯୁବତୀ ଜଣକ ଗଭୀର ଖାଇକୁ ଖସିପଡିଥିବା ଜଣାପଡିଛି । ସୋସିଆଲ ମିଡିଆରେ ଏହାର ଭିିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି । ଯେଉଁଥିରେ ଯୁବତୀଙ୍କୁ ଗଭୀର ଖାଇରୁ ଉଦ୍ଧାର କରାଯାଉଥିବା ଦେଖାଯାଉଛି । ଏହି ଘଟଣା ମହାରାଷ୍ଟ୍ରର ସତାରା ଜିଲାର । ଭିଡିଓରେ ଦେଖାଯାଇଛି, ଯୁବତୀ … Continue reading ଦେଖନ୍ତୁ ଭିଡିଓ ; ସେଲଫି ନେବା ବେଳେ ଖାଇକୁ ଖସିଲେ ଯୁବତୀ, ତା’ପରେ..