www.samajalive.in
Thursday, December 11, 2025
16.1 C
Bhubaneswar

ଆଜିଠୁ ପକ୍ଷୀ ଗଣନା ଆରମ୍ଭ

ରାଜନଗର : ରାଜନଗର ବନଖଣ୍ଡରେ ରବିବାରଠାରୁ ପକ୍ଷୀ ଗଣନା ଆରମ୍ଭ କରାଯିବ। ଏ ନେଇ ବନବିଭାଗ ପକ୍ଷରୁ ୧୯ଟି ଟିମ୍‍ ଗଠନ କରାଯାଇଛି। ଏହି ଟିମ୍‍ରେ ବିଶିଷ୍ଟ ପକ୍ଷୀ ବିଶାରଦ ଡଃ ବାଲଚନ୍ଦ୍ରମ, ବମ୍ବେ ନେଚୁରାଲ ହିଷ୍ଟ୍ରିର ମଧୁସ୍ମିତା ପତି, ଡଃ ଶିବ ପରିଡା, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ଗୋହର ଆବେଦିନ, ଡଃ ସୁଶୀଳ ଦତ୍ତ, ଏସିଏଫ ଅମରେଶ ପ୍ରଧାନ, ବିଜୟକୁମାର ପାତ୍ର, ନବୀନକୁମାର ମଲ୍ଲିକ ଏବଂ କର୍ମଚାରୀମାନେ ସାମିଲ ହୋଇ ପକ୍ଷୀ ଗଣନା କରିବେ। ମୁଖ୍ୟତଃ ସାତଭାୟା, ଭିତରକନିକା, ପାଟିଆ, ବରୁଣେଇ ମୁହାଣ, ଜଉଦିଆ, ରାଇପାଟିଆ, ଅଙ୍ଗାରିପାଟିଆ, ଦୁର୍ଗାପ୍ରସାଦ ଡିଆ, କାଳୀଭଞ୍ଜଡିଆ, ଜଟାଧାର ତଣ୍ଡା, ପିପିଏଲ ଆଦି ସ୍ଥାନରେ ଗଣନା କରାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories