www.samajalive.in
Friday, December 5, 2025
20.1 C
Bhubaneswar

ଶୋଇଥିବାବେଳେ ମହିଳାଙ୍କ କେଶରେ ପଶିଲା ସାପ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ସାପ ଭିଡିଓ ଭାଇରାଲ ହୋଇଥାଏ । ବର୍ଷା ଋତୁରେ ସାପମାନେ ଅଧିକ ସକ୍ରିୟ ନଜର ଆସିଥାନ୍ତି ଏବଂ ଜନବସତି ଭିତରକୁ ପଶିଆସିଥାନ୍ତି । ଏବେ ଇଣ୍ଟରନେଟରେ ସାପର ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଦେଖିଲେ ଆପଣ ଭୟ କରିବେ ।

 

View this post on Instagram

 

A post shared by kAshiKyaTrA (@kashikyatra)

- Advertisement -

ଜଣେ ମହିଳା ଶୋଇଥିବା ସମୟରେ ତାଙ୍କ କେଶରେ ସାପ ପଶିଯାଉଛି । ଏହି ଘଟଣା ସମସ୍ତଙ୍କୁ ଚକିତ କରୁଛି । ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସୁଛି । ମହିଳା ଜଣକ ଶୋଇଛନ୍ତି । ଏବଂ ସେ ଅଚାନକ ନିଜ କେଶରେ କିଛି ଅନୁଭବ କରୁଛନ୍ତି । ଏହା ପରେ ସେ ହାତ ମାରି ସାପ ବୋଲି ଜାଣିବା ପରେ ଅତ୍ୟନ୍ତ ଡରିଯାଉଛନ୍ତି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରାଯାଉଛି । ଏହାକୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories