www.samajalive.in
Sunday, December 7, 2025
26.1 C
Bhubaneswar

ସାରା ଦେଶରେ ଆଜି ପାଳିତ ହେଉଛି ଗୁରୁ ପୂର୍ଣ୍ଣିମା

ଡେସ୍କ: ବ୍ୟାସ ପୂର୍ଣ୍ଣିମା ନାମରେ ପରିଚିତ ଗୁରୁ ପୂର୍ଣ୍ଣିମା ଆଜି ପାଳିତ ହେଉଛି। ଏହି ପର୍ବ ଗୁରୁମାନଙ୍କୁ ସମର୍ପିତ। ଏହି ଅବସରରେ ଲୋକମାନେ ଜ୍ଞାନ ଓ ଆଶୀର୍ବାଦରେ ନିଜ ଜୀବନକୁ ମାର୍ଗଦର୍ଶନ କରୁଥିବା ଗୁରୁମାନଙ୍କୁ ସ୍ମରଣ କରିବା ସହ କୃତଜ୍ଞତା ଜ୍ଞାପନ କରିଥାନ୍ତି।

ବୋଧି ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ପରେ ଭଗବାନ ବୁଦ୍ଧ ଏହି ଅବସରରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ। ଭଗବାନ ବୁଦ୍ଧ ବୋଧଗୟାରୁ ସାରନାଥ ଯାତ୍ରା କରି ପୂର୍ଣ୍ଣିମା ଦିନ ନିଜର ଉପଦେଶ ଦେଇଥିଲେ। ତେଣୁ ବୁଦ୍ଧଙ୍କ ଅନୁଗାମୀମାନେ ଏହି ଦିନ ତାଙ୍କୁ ପୂଜା କରିଥାନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories