www.samajalive.in
Tuesday, December 9, 2025
15.1 C
Bhubaneswar

ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ବାହାରିଲେ ୩୧୧୩ ତୀର୍ଥଯାତ୍ରୀ

ଡେସ୍କ: ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ଆଜି ସକାଳେ ଜମ୍ମୁର ଭଗବତୀ ନଗର ଯାତ୍ରୀନିବାସ ମୂଳଶିବିରରୁ ୩ ହଜାର ୧୧୩ ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୨୩ଟି ଦଳରେ ଯାଇଥିବା

ଯାତ୍ରୀମାନଙ୍କ ମଧ୍ୟରୁ ୧ ହଜାର ୧୫୩ ଜଣ ବଲ୍‌ତାଲ୍‌ ମୂଳଶିବିରରୁ ଆଜି ସକାଳ ୨.୫୬ ମିନିଟରେ ଏବଂ ୧ ହଜାର ୯୬୦ ଜଣ ପହଲଗାମ୍‌ ମୂଳ ଶିବିରରୁ ଆଜି ସକାଳ ୩.୪୧ ମିନିଟରେ ଅମରନାଥ ଗୁମ୍ଫାକୁ ଯାତ୍ରା ଆରମ୍ଭ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories