www.samajalive.in
Monday, December 8, 2025
24.1 C
Bhubaneswar

ଜେଲ ଯିବେ, ଚାକିରୀ ବି ଯିବ – ଅଡୁଆରେ ବିବାଦୀୟ ଆଇଏଏସ ପୂଜା ଖେଡକର

ଡେସ୍କ: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୨ରେ ଅସ୍ଥାୟୀ ଭାବେ ସୁପାରିଶ ହୋଇଥିବା ପ୍ରାର୍ଥୀ ପୂଜା ମନୋରମା ଦିଲୀପ ଖେଡକରଙ୍କ ଘଟଣାରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପଦକ୍ଷେପ ନେବା ଆରମ୍ଭ କରିଛି। ୟୁପିଏସସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂଜା ଖେଡ଼କର ଆବଶ୍ୟକତା ଠାରୁ ଅଧିକ ଥର ନିଜର ନାମ, ପିତାମାତାଙ୍କ ନାମ, ଫଟୋ, ଦସ୍ତଖତ, ଇମେଲ ଆଇଡି, ମୋବାଇଲ୍ ନମ୍ବର ଏବଂ ଠିକଣା ବଦଳାଇ ନିଜର ପରିଚୟ ଜାଲିଆତି କରିଛନ୍ତି।

ୟୁପିଏସସି ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସମେତ ପୋଲିସ୍ ଅଧିକାରୀଙ୍କ ନିକଟରେ ଏତଲା ଦାୟର କରିବା ସହ ଅସ୍ଥାୟୀ ଭାବେ ସୁପାରିଶ ହୋଇଥିବା ତାଙ୍କ ପ୍ରାର୍ଥୀତ୍ୱ ବାତିଲ କରିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୨ ନିୟମ ଅନୁଯାୟୀ ପୂଜାଙ୍କୁ ଅନ୍ୟାନ୍ୟ ପରୀକ୍ଷା ପାଇଁ ଅଯୋଗ୍ୟ ଘୋଷଣା କରିବା ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories