www.samajalive.in
Monday, December 8, 2025
24.1 C
Bhubaneswar

ଏଫଇଏସ ତରଫରୁ ବନମହୋତ୍ସବ ପାଳିତ

ପାଟଣା: ପରିବେଶ ସନ୍ତୁଳତା ଓ ଜଳବାୟୁ ପରିବର୍ତ୍ତନ ସହ ସୁରକ୍ଷିତ ଜୀବଜଗତ ଲକ୍ଷ୍ୟରେ ଫାଉଣ୍ଡେସନ ଅଫ ଇକୋଲୋଜିକାଲ ସିକ୍ୟୁରିଟ ତରଫରୁ ଓ ଅମ୍ବିକା ଆଞ୍ଚଳିକ ମଞ୍ଚ (ଖ) ଗୋପିନାଥପୁର ଆନୁକୁଲ୍ୟରେ ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତର ଗୋପିନାଥପୁର ଠାରେ ବନମହୋତ୍ସବ ପାଳିତ ହୋଇଅଛି। ଏଫ୍. ଇ. ଏସ ତରଫରୁ ବର, ଓସ୍ଥ, ନିମ୍ବ, କରଞ୍ଜ, କଇଥ ଏବଂ ଓଉ ଚାର ବଣ୍ଟନ ସହ ବୃକ୍ଷ ରୋପଣ କରାଯାଇଛି। ଏହି ଉତ୍ସବରେ ୱାର୍ଡ ମେମ୍ୱର୍, କୃଷି ମିତ୍ର, ଆଞ୍ଚଳିକ ମଞ୍ଚ ର ମହିଳାମାନେ ଯୋଗଦେଇ ସାମୁହିକ ବୃକ୍ଷ ରୋପଣ କରିଥଲେ। ସେହିପରି ଭଗାମୁଣ୍ଡା ପଞ୍ଚାୟତ ର ବାରିକ୍ ସାହି ଆଞ୍ଚଳିକ ମଞ୍ଚ ସହଯୋଗରେ ସି ଆର ପି -ସି ଏମ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ କୃଷ୍ଣ ଚନ୍ଦ୍ର ବାରିକ୍, ମାଷ୍ଟର ଟ୍ରେନର ପ୍ରତ୍ୟେକ୍ଷ ଭାବେ ପରିଚାଳନା କରିଥଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories